Advertisment

ନକଲି ଚାବିରେ ଖୋଲିଲାନି ତାଲା !

ଦୀର୍ଘ ୪୬ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ପୂର୍ବରୁ ୨୦୧୮ରେ ରତ୍ନ ଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲେ ବି ତାହା ସମ୍ଭବ ହୋଇନଥିଲା।

Advertisment

ଦୀର୍ଘ ୪୬ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ପୂର୍ବରୁ ୨୦୧୮ରେ ରତ୍ନ ଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲେ ବି ତାହା ସମ୍ଭବ ହୋଇନଥିଲା। ବାହାର ରତ୍ନଭଣ୍ଡାର ଖୋଲିବା ପରେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ଉଦ୍ୟମ ହୋଇଥିଲେ ବି ଚାବି ମିଳିନଥିଲା। ପରେ ପରେ କୁହାଯାଇଥିଲା କି ଟ୍ରେଜେରୀରେ ରହିଥିବା ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଖୋଲାଯିବ। ଏନେଇ ରାଜନୈତିକ ବାଦ ବିବାଦ ଭିତରେ ବନ୍ଦ ରହିଥିଲା ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗ। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Puri Ratna Bhandar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe