ଭଦ୍ରକରେ ଅଭାବନୀୟ ଘଟଣା, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଏକା ଛାଡି ପଳାଇଲେ

ଗତ ୩ ଦିନ ଧରି ଶୀତ, କାକର, ଖରାରେ ପଡି ରହିଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଏହି ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭଦ୍ରକ ବାସିନ୍ଦା।

Manoj Swain
  • Published: Thursday, 01 February 2024
  • Updated: 01 February 2024, 04:34 PM IST

ଶେଷ ହୋଇଛି ଭଦ୍ରକ ଜିଲ୍ଲାର ଲୋକ ମହୋତ୍ସବ ଭଦ୍ରାୟଣୀ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜା କରି ଏହି ଜିଲ୍ଲା ମହୋତ୍ସବ ଆରମ୍ଭ ହୋଇଥିଲା। ଶେଷରେ ତାଙ୍କୁ ହିଁ ଭୁଲିଯାଇଛନ୍ତି। ଗତ ୩ ଦିନ ଧରି ଶୀତ, କାକର, ଖରାରେ ପଡି ରହିଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଏହି ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭଦ୍ରକ ବାସିନ୍ଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos