Ram Temple
1/7
ଫତେଗଡ଼ ପାହାଡ଼ ଉପରେ ନିର୍ମାଣାଧୀନ ରାମ ମନ୍ଦିର
2/7
ଜାନୁଆରୀ ୨୨ ତାରିଖରେ ଏହି ମନ୍ଦିରରେ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ।
3/7
ନୟାଗଡ଼ଠାରୁ ପ୍ରାୟ ୩୫ କିମି ଦୂର ଫତେଗଡ଼ ଗାଁରେ ନିର୍ମାଣାଧୀନ ରହିଛି ଏହି ମନ୍ଦିର।
4/7
ବଉଳମାଳ ପଥରରେ ତିଆରି ହୋଇଛି ଏହି ମନ୍ଦିର।
5/7
ପାହାଡ଼ ଉପରେ ତିଆରି ହୋଇଛି ଏହି ମନ୍ଦିର।
6/7
ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରମୁଖ ଯୋଗ ଦେବେ।
7/7
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
