କେବେ ଖୋଲିବ ରତ୍ନଭଣ୍ଡାର ? | Odisha Reporter
ଦିନକୁ ଦିନ ରତ୍ନଭଣ୍ଡାରକୁ ନେଇ ଅନେକ ଉତ୍କଣ୍ଠା, ଅନେକ କଳ୍ପନା ଜଳ୍ପନା। 2018 ମସିହାରୁ ପ୍ରଶାସନ ଜାଣିଥିଲା ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ସମ୍ପର୍କରେ, ତେବେ ଏହାର ତୁରନ୍ତ ମରାମତି ନ କରାଯିବା, ଏତେ ଦିନ ଧରି ଏ ସମ୍ପର୍କରେ କୌଣସି ପଦକ୍ଷେପ ନ ନିଆଯିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରତ୍ନଭଣ୍ଡାର ଏବଂ ପରିକ୍ରମା ପ୍ରକଳ୍ପକୁ ନେଇ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
