Advertisment

କେବେ ଖୋଲିବ ରତ୍ନଭଣ୍ଡାର ?

ଦିନକୁ ଦିନ ରତ୍ନଭଣ୍ଡାରକୁ ନେଇ ଅନେକ ଉତ୍କଣ୍ଠା, ଅନେକ କଳ୍ପନା ଜଳ୍ପନା। 2018 ମସିହାରୁ ପ୍ରଶାସନ ଜାଣିଥିଲା ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ସମ୍ପର୍କରେ, ତେବେ ଏହାର ତୁରନ୍ତ ମରାମତି ନ କରାଯିବା, ଏତେ ଦିନ ଧରି ଏ ସମ୍ପର୍କରେ କୌଣସି ପଦକ୍ଷେପ ନ ନିଆଯିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରତ୍ନଭଣ୍ଡାର ଏବଂ ପରିକ୍ରମା ପ୍ରକଳ୍ପକୁ ନେଇ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

Lord Jagannath Jagannath Temple Sri Jagannath Ratna Bhandar Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe