ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ ! ଶ୍ରୀଜଗନ୍ନାଥଙ୍କ ପାଖରେ ଖେଚୁଡି ଲାଗିହେବା ପରେ ଭକ୍ତଙ୍କୁ ପ୍ରଦାନ କରାଯାଉଛି ଖେଚୁଡି। ସେପଟେ ଆଜି ମାନ ନିର୍ଦ୍ଧାରଣ କମିଟିରେ ଥିବା ଦାମୋଦର ମହାସୁଆର କହିଛନ୍ତି, ଅର୍ପଣ ରଥରୁ ସଂଗୃହିତ ଚାଉଳରେ ଉଷୁନା ଚାଉଳ ମିଶିଛି। କାଲି ଜଣାପଡ଼ି ନଥିଲା, ଆଜି ଭିନ୍ନ ଭିନ୍ନ ବସ୍ତାରେ ଉଷୁନା ଥିବା ଜଣାପଡ଼ିଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Culture & Literature
‘ସିନେମାର ଟାଇଟଲକୁ ନେଇ ମୋର ଇସ୍ୟୁ ଥିଲା, ଆଉ ସେହି ଇସ୍ୟୁ ରହିବ’
ମୁଁ ଜଣେ ଅଭିନେତା। ଅଭିନେତା ହିସାବରେ ସାହିତ୍ୟରେ ଯେତିକି ଜ୍ଞାନ ରହିବା କଥା, ତା’ଠାରୁ ବି କମ୍ ଜ୍ଞାନ ମୋର ଅଛି।
Culture & Literature
ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ
ଜଣେ ଜନପ୍ରତିନିଧି, ଜଣେ ଲେଖକ ଓ ଫକୀରମୋହନ ସେନାପତିଙ୍କର ଜଣେ ପାଠକ ଭାବରେ ମୁଁ ମନୋଜ ମିଶ୍ରଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।
Events & Festivals
ଛଳନା କଲା ଇସ୍କନ!
ନଭେମ୍ବର ୯ ତାରିଖରେ ଆୟୋଜିତ ରଥଯାତ୍ରା ବା ଫେଷ୍ଟିଭାଲ ଅଫ୍ ବ୍ଲିସରେ ନନ୍ଦିଘୋଷ ଭଳି ଅବିକଳ ରଥ କରି ବୁଲାଇଲା ଇସ୍କନ।
Culture & Literature
ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର (ZCC) ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ନେବେ।
Culture & Literature
ମଠ ମନ୍ଦିର ପାଇଁ ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ
ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି ।