Advertisment

‘ଅର୍ପଣ ରଥରୁ ସଂଗୃହିତ ଚାଉଳରେ ଉଷୁନା ଚାଉଳ ମିଶିଛି’

ଦାମୋଦର ମହାସୁଆର କହିଛନ୍ତି, ଅର୍ପଣ ରଥରୁ ସଂଗୃହିତ ଚାଉଳରେ ଉଷୁନା ଚାଉଳ ମିଶିଛି। କାଲି ଜଣାପଡ଼ି ନଥିଲା, ଆଜି ଭିନ୍ନ ଭିନ୍ନ ବସ୍ତାରେ ଉଷୁନା ଥିବା ଜଣାପଡ଼ିଛି।

Advertisment

ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳରେ ପ୍ରସ୍ତୁତ ହେଲା ମହାପ୍ରସାଦ ! ଶ୍ରୀଜଗନ୍ନାଥଙ୍କ ପାଖରେ ଖେଚୁଡି ଲାଗିହେବା ପରେ ଭକ୍ତଙ୍କୁ ପ୍ରଦାନ କରାଯାଉଛି ଖେଚୁଡି। ସେପଟେ ଆଜି ମାନ ନିର୍ଦ୍ଧାରଣ କମିଟିରେ ଥିବା ଦାମୋଦର ମହାସୁଆର କହିଛନ୍ତି, ଅର୍ପଣ ରଥରୁ ସଂଗୃହିତ ଚାଉଳରେ ଉଷୁନା ଚାଉଳ ମିଶିଛି। କାଲି ଜଣାପଡ଼ି ନଥିଲା, ଆଜି ଭିନ୍ନ ଭିନ୍ନ ବସ୍ତାରେ ଉଷୁନା ଥିବା ଜଣାପଡ଼ିଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Puri Shreemandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe