Advertisment

ଭୁଲ ମାନିଲେ, ପରେ ଭିଡିଓ ଡିଲିଟ୍ କଲେ

ସମାଲୋଚିତ ହେବା ପରେ ସୋଶାଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ଭୁଲ ସ୍ୱୀକାର କଲେ। କିନ୍ତୁ ପରେ ସେହି ପୋଷ୍ଟକୁ ସେ ଡିଲିଟ୍ କରି ଦେଇଥିବା ଚର୍ଚ୍ଚା ହେଉଛି।

Advertisment

କାନ୍ତକବିଙ୍କୁ କଣ୍ଠକବି କହି ପ୍ରଥମେ ଭୁଲ୍ କଲେ ଉପସ୍ଥାପିକା ସଂହତି ପାଣି। ସମାଲୋଚିତ ହେବା ପରେ ସୋଶାଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ନିଜ ଭୁଲ ସ୍ୱୀକାର କଲେ। କିନ୍ତୁ ପରେ ସେହି ପୋଷ୍ଟକୁ ସେ ଡିଲିଟ୍ କରି ଦେଇଥିବା ଚର୍ଚ୍ଚା ହେଉଛି। ଏବେ ଆଉ ସେହି ପୋଷ୍ଟ ସୋଶାଲ୍ ମିଡିଆରେ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
First World Odia Language Conference Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe