ଲେଖିଦେଲେ କି ନୂଆ ବର୍ଣ୍ଣବୋଧ ? | First World Odia Language Conference 2024 | Barnabodha | OR
ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା। ଆଉ ସେହି ରାଜ୍ୟ ପାଳୁଛି ବିଶ୍ବ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ । ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ମୂହୂର୍ତ୍ତ । କିନ୍ତୁ ଏଠି ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଓଡିଆ ବର୍ଣ୍ଣପ୍ରୀତି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଓଡ଼ିଆ ବର୍ଣ୍ଣବୋଧକୁ ନେଇ ସରକାରଙ୍କ ଭଳିକି ଭଳି ଲେଖା ଏବେ ସମସ୍ତଙ୍କୁ ଚକିତ କରୁଛି । ପ୍ରଥମେ ନଜର ପକାନ୍ତୁ ଅକ୍ଷର ଭୂମିରେ ଏହି ଓଡିଆ ବର୍ଣ୍ଣମାଳା ଉପରେ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
