ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ହୋଇଥିଲା। ଆଉ ସେହି ରାଜ୍ୟ ପାଳୁଛି ବିଶ୍ବ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ । ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ମୂହୂର୍ତ୍ତ । କିନ୍ତୁ ଏଠି ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଓଡିଆ ବର୍ଣ୍ଣପ୍ରୀତି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଓଡ଼ିଆ ବର୍ଣ୍ଣବୋଧକୁ ନେଇ ସରକାରଙ୍କ ଭଳିକି ଭଳି ଲେଖା ଏବେ ସମସ୍ତଙ୍କୁ ଚକିତ କରୁଛି । ପ୍ରଥମେ ନଜର ପକାନ୍ତୁ ଅକ୍ଷର ଭୂମିରେ ଏହି ଓଡିଆ ବର୍ଣ୍ଣମାଳା ଉପରେ । ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ଛଳନା କଲା ଇସ୍କନ!
ନଭେମ୍ବର ୯ ତାରିଖରେ ଆୟୋଜିତ ରଥଯାତ୍ରା ବା ଫେଷ୍ଟିଭାଲ ଅଫ୍ ବ୍ଲିସରେ ନନ୍ଦିଘୋଷ ଭଳି ଅବିକଳ ରଥ କରି ବୁଲାଇଲା ଇସ୍କନ।
Culture & Literature
ପିପିଲି ଚାନ୍ଦୁଆ ଶିଳ୍ପର ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ
ସମସ୍ତ ସାତଟି ଆଞ୍ଚଳିକ ସାଂସ୍କୃତିକ କେନ୍ଦ୍ର (ZCC) ଚାନ୍ଦୁଆ ଶିଳ୍ପର ସଂରକ୍ଷଣରେ ସକ୍ରିୟ ଭୂମିକା ନେବେ।
Culture & Literature
ମଠ ମନ୍ଦିର ପାଇଁ ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ
ମନ୍ଦିର ଓ ମଠର ପରିଚାଳନା ଦୃଷ୍ଟିକୋଣରୁ ଯେଉଁସବୁ ସମସ୍ୟା ଓ ସହାୟତା କଥା ଆସୁଛି ସେଦିଗରେ ଗଭୀର ଭାବେ ଚିନ୍ତା କରାଯାଉଛି ।
Guest Column
ଭାରତର କୌଣସି ସଙ୍ଗୀତ ଶାସ୍ତ୍ରୀୟ ନୁହେଁ!
ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଥିଲେ ଯେ, କୌଣସି ବି ସଙ୍ଗୀତ ଶୈଳୀକୁ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରି ନାହାନ୍ତି ଏବଂ ସେପରି ବ୍ୟବସ୍ଥା ମଧ୍ୟ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଆଜିଯାଏଁ କୌଣସି ଗୋଟିଏ ବି ସଂଗୀତ ଶୈଳୀକୁ ନା କେନ୍ଦ୍ର ସରକାର ନା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଶାସ୍ତ୍ରୀୟ ସଂଗୀତ ଭାବେ ସ୍ୱୀକୃତି ମିଳିଛି। ଅତଏବ, କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଏବଂ ଓଡ଼ିଶୀ ସଂଗୀତ - କାହାକୁ ବି ଶାସ୍ତ୍ରୀୟ ସଙ୍ଗୀତ ଭାବେ ସ୍ୱୀକୃତି ମିଳିନାହିଁ! ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି?
Culture & Literature
ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ; ଜାଣନ୍ତୁ, କେଉଁ ସାଇଟ୍ରେ କରିବେ ଆବେଦନ
ଏଥର ଅଫ୍ଲାଇନ୍ ନୁହେଁ କେବଳ ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।