Advertisment

ଟ୍ୟାଙ୍କର ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

[vc_row][vc_column][vc_video link=" : ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଟ୍ୟାଙ୍କର ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ୟାଙ୍କର ଡ୍ରାଇଭର ମୃତ୍ୟୁ ଘଟିଛି। ଟ୍ରକଟି ଅନୁଗୋଳ ଅଭିମୁଖେ ଯାଉଥିବା ବେଳେ ବଇଣ୍ଡା ନିକଟରେ ଦୁର୍ଘଟଣା ଘଟିଥିଲା। ହଣ୍ଡପା ଥାନା ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।[/vc_column_text][/vc_column][/vc_row]

author-image
Ordigital Desk