Advertisment

ବରଗଡ଼ରେ ମୋଦିଙ୍କ ଚାଷୀ ସମାବେଶ ପାଇଁ ଜୋରଦାର ପ୍ରସ୍ତୁତି

ବରଗଡ଼: ଆସନ୍ତା ୨୧ ରେ ବରଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ଚାଷୀ ସମାବେଶ ପାଇଁ ବିଜେପିର ମହା ଆୟୋଜନ କରାଯାଉଛି। ରାସ୍ତାରେ ମୋଦିଙ୍କ ପୋଷ୍ଟର ଓ ବ୍ୟାନ ଛାଇ ହୋଇ ଯାଇଛି। ହାତୀକୁ ସାଥୀ କରି ମଧ୍ୟ ପ୍ରଚାର  ଚଳାଇଛନ୍ତି ଦଳୀୟ ନେତା। କିଛି  ହେଭିୱେଟ୍ ନେତା ଏଠାରେ  ରହି ଆୟୋଜନର ତଦାରଖ କରୁଛନ୍ତି। ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ନିଜେ ଚାଷୀଙ୍କ ଭେଟି ସମାବେଶକୁ ଆସିବା ପାଇଁ  ନିମନ୍ତ୍ରଣ କରୁଛନ୍ତି। ମୋଦିଙ୍କ ଗସ୍ତକୁ ସଫଳ  କରିବା ପାଇଁ ଦଳର […]

ଅଦ୍ୟତନ ହୋଇଛି
ବରଗଡ଼ରେ ମୋଦିଙ୍କ ଚାଷୀ ସମାବେଶ ପାଇଁ ଜୋରଦାର ପ୍ରସ୍ତୁତି

baragrah bjp

Advertisment

ବରଗଡ଼: ଆସନ୍ତା ୨୧ ରେ ବରଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ଚାଷୀ ସମାବେଶ ପାଇଁ ବିଜେପିର ମହା ଆୟୋଜନ କରାଯାଉଛି। ରାସ୍ତାରେ ମୋଦିଙ୍କ ପୋଷ୍ଟର ଓ ବ୍ୟାନ ଛାଇ ହୋଇ ଯାଇଛି। ହାତୀକୁ ସାଥୀ କରି ମଧ୍ୟ ପ୍ରଚାର  ଚଳାଇଛନ୍ତି ଦଳୀୟ ନେତା। କିଛି  ହେଭିୱେଟ୍ ନେତା ଏଠାରେ  ରହି ଆୟୋଜନର ତଦାରଖ କରୁଛନ୍ତି। ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ନିଜେ ଚାଷୀଙ୍କ ଭେଟି ସମାବେଶକୁ ଆସିବା ପାଇଁ  ନିମନ୍ତ୍ରଣ କରୁଛନ୍ତି। ମୋଦିଙ୍କ ଗସ୍ତକୁ ସଫଳ  କରିବା ପାଇଁ ଦଳର ହେଭିୱେଟ୍  ବି ଲାଗିପଡିଛନ୍ତି। ଏଥିପାଇଁ  ଆସନ୍ତା ୨୦ତାରିଖରେ ଦଳର ରାଷ୍ଟ୍ରାୟ  ଅଧ୍ୟକ୍ଷ ଅମିତ ଶାହା  ବରଗଡ଼ ଆସିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ବରଗଡ଼ରେ  ରାତ୍ରୀଯାପନ କରି ୨୧ ତାରିଖ ସମାବେଶରେ ଯୋଗଦେବେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe