Advertisment

ଦୀପାବଳି ପାଇଁ ବାଣ ବଜାର ସରଗରମ

ଭୁବନେଶ୍ୱର: ଦୀପାବଳି ପାଇଁ ସରଗରମ ବାଣ ବଜାର। ଏଥର ଫ୍ୟାନସି ବାଣର ଚାହିଦା ରାଜଧାନୀରେ ବେଶ୍ ରହିଛି। ଗ୍ରାହକଙ୍କ ଚାହିଦାକୁ ଦେଖି ରାଜଧାନୀରେ ବିଭିନ୍ନ ସ୍ଥାନରେ ବାଣର ପସରା ମେଲିଛି। ତାଳ ଫୋଟକା, ଝୁର ଝୁରି, ଧପଧପି, କୁମ୍ପି ସହ ଚାଇନା ବାଣର ଚାହିଦା ରହିଛି। ସେହିପରି ଷ୍ଟାଇଲିସ ଦୀପ ଓ କ୍ୟାଣ୍ଡେଲ ବଜାରରେ ଉପଲବ୍ଧ ରହିଛି। ବାଣ ଦୋକାନ ଖୋଲିଥିବା ସ୍ଥାନରେ ନିରାପଦ ପାଇଁ ବାଲି, ପାଣି ସାଙ୍ଗକୁ ଅଗ୍ନି ନିର୍ବାପକ ଯନ୍ତ୍ର ମହଜୁଦ ରହିଛି। […]

ଅଦ୍ୟତନ ହୋଇଛି
ଦୀପାବଳି ପାଇଁ ବାଣ ବଜାର ସରଗରମ

bana-5

Advertisment

ଭୁବନେଶ୍ୱର: ଦୀପାବଳି ପାଇଁ ସରଗରମ ବାଣ ବଜାର। ଏଥର ଫ୍ୟାନସି ବାଣର ଚାହିଦା ରାଜଧାନୀରେ ବେଶ୍ ରହିଛି। ଗ୍ରାହକଙ୍କ ଚାହିଦାକୁ ଦେଖି ରାଜଧାନୀରେ ବିଭିନ୍ନ ସ୍ଥାନରେ ବାଣର ପସରା ମେଲିଛି। ତାଳ ଫୋଟକା, ଝୁର ଝୁରି, ଧପଧପି, କୁମ୍ପି ସହ ଚାଇନା ବାଣର ଚାହିଦା ରହିଛି। ସେହିପରି ଷ୍ଟାଇଲିସ ଦୀପ ଓ କ୍ୟାଣ୍ଡେଲ ବଜାରରେ ଉପଲବ୍ଧ ରହିଛି। ବାଣ ଦୋକାନ ଖୋଲିଥିବା ସ୍ଥାନରେ ନିରାପଦ ପାଇଁ ବାଲି, ପାଣି ସାଙ୍ଗକୁ ଅଗ୍ନି ନିର୍ବାପକ ଯନ୍ତ୍ର ମହଜୁଦ ରହିଛି। ଏପଟେ ନିରାପଦ ଦୀପାବଳି ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। କୌଣସି ଅଘଟଣ ଘଟିଲେ ତୁରନ୍ତ ଚିକିତ୍ସା ଲାଗି ହସପିଟାଲ କର୍ତ୍ତୃପକ୍ଷ  ମଧ୍ୟ ପ୍ରସ୍ତୁତ ରହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe