Advertisment

ବୌଦ୍ଧ: ପିକ୍‌ଅପ୍ ଭ୍ୟାନ ଧକ୍କାରେ ଜଣେ ମୃତ

ବୌଦ୍ଧ: ହରେକୃଷ୍ଣପୁର ଛକ ନିକଟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ  ଆଜି ଏକ ପିକ୍‌ଅପ୍ ଭ୍ୟାନ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ  ହେଲେ  ମଥୁରା ପଞ୍ଚାୟତ ପଙ୍କୁଆଳ ଗ୍ରାମର ମୀନକେତନ ମୁଦୁଲି। ପୁରୁଣାକଟକରୁ  କାମ ସାରି ମୀନକେତନ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

ବୌଦ୍ଧ: ପିକ୍‌ଅପ୍ ଭ୍ୟାନ ଧକ୍କାରେ ଜଣେ ମୃତ

boudha

Advertisment

ବୌଦ୍ଧ: ହରେକୃଷ୍ଣପୁର ଛକ ନିକଟ ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥରେ  ଆଜି ଏକ ପିକ୍‌ଅପ୍ ଭ୍ୟାନ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ  ହେଲେ  ମଥୁରା ପଞ୍ଚାୟତ ପଙ୍କୁଆଳ ଗ୍ରାମର ମୀନକେତନ ମୁଦୁଲି। ପୁରୁଣାକଟକରୁ  କାମ ସାରି ମୀନକେତନ ବାଇକରେ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe