Advertisment

ବସ୍ ଓଲଟି ୧୫ ଆହତ

ବଣାଇ/ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଡ଼ପୁରୁଣା ପାଣି ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ବସ୍ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବଣାଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଆହତମାନେ ବଣାଇ, ଲହୁଣିପଡ଼ା ଓ ରାଉରକେଲାର ବାସିନ୍ଦା ବୋଲି ଜଣାପଡ଼ିଛି। ବସ୍‌ଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ହଠାତ୍ ସାଇଡ୍ ମାରିବାରୁ ଭାରସାମ୍ୟ ହୋଇ ବସ୍‌ଟି ଓଲଟି ପଡ଼ିଥିଲା।

ଅଦ୍ୟତନ ହୋଇଛି
ବସ୍ ଓଲଟି ୧୫ ଆହତ

bus

Advertisment

ବଣାଇ/ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବଡ଼ପୁରୁଣା ପାଣି ନିକଟରେ ୧୪୩ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ବସ୍ ଓଲଟି ପଡ଼ିବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ବଣାଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି। ଆହତମାନେ ବଣାଇ, ଲହୁଣିପଡ଼ା ଓ ରାଉରକେଲାର ବାସିନ୍ଦା ବୋଲି ଜଣାପଡ଼ିଛି।

Advertisment

ବସ୍‌ଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍ ହଠାତ୍ ସାଇଡ୍ ମାରିବାରୁ ଭାରସାମ୍ୟ ହୋଇ ବସ୍‌ଟି ଓଲଟି ପଡ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe