Advertisment

କଟକ: ବାଣ ବିସ୍ଫୋରଣରେ ୪ ଆହତ

କଟକ:  କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟ ଗାଁରେ ଦୋଳମେଲଣ ଯାତ୍ରାରେ ବାଣ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଆଗ୍ରାହାଟ ଗାଁରେ ଦୋଳପୂର୍ଣ୍ଣମୀ ଅବସରରେ ଫଗୁ ଦଶମୀ ଠାରୁ ଦୋଳ ଯାତ୍ରା ହୋଇଥାଏ। ଏଠାରେ ୮ରୁ  ଅଧିକ ବିମାନକୁ ଏକାଠି କରାଯାଇଥାଏ। ମେଲଣରେ ବାଣ ଫୁଟାଯାଇ ଥିବା ବେଳେ ନିଆଁ ବାଣଗଦାରେ ପଡ଼ି ଅଘଟଣ ଘଟିଥିଲା। ଫଳର ଥିବା […]

author-image
Rakesh Mallick
କଟକ: ବାଣ ବିସ୍ଫୋରଣରେ ୪ ଆହତ

3870497

କଟକ:  କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟ ଗାଁରେ ଦୋଳମେଲଣ ଯାତ୍ରାରେ ବାଣ ବିସ୍ଫୋରଣ ଘଟି ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଆଗ୍ରାହାଟ ଗାଁରେ ଦୋଳପୂର୍ଣ୍ଣମୀ ଅବସରରେ ଫଗୁ ଦଶମୀ ଠାରୁ ଦୋଳ ଯାତ୍ରା ହୋଇଥାଏ। ଏଠାରେ ୮ରୁ  ଅଧିକ ବିମାନକୁ ଏକାଠି କରାଯାଇଥାଏ। ମେଲଣରେ ବାଣ ଫୁଟାଯାଇ ଥିବା ବେଳେ ନିଆଁ ବାଣଗଦାରେ ପଡ଼ି ଅଘଟଣ ଘଟିଥିଲା। ଫଳର ଥିବା ଗ୍ରାମବାସୀ ସମେତ ବାଣୁଆ ମଧ୍ୟ ଗୁରୁତର ହୋଇଥିଲେ।

Advertisment