Advertisment

ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷତି ପୂରଣ ସହ ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବି କଲେ ଗ୍ରାମବାସୀ

ଆନନ୍ଦପୁର: ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବି କରିଛନ୍ତି ଗାଁ ଲୋକେ। ଆଜି ଛାତ୍ରୀଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ପରିବାରକୁ କ୍ଷତି ପୂରଣ ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଗତ ଶନିବାରଠାରୁ ଛାତ୍ରୀ ଜଣଙ୍କ ସ୍କୁଲରୁ ନିଖୋଜ ହୋଇଯାଇଥିଲା। ସୋମବାର ହଦଗଡ଼ ଡ୍ୟାମ୍ ତଳୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ  ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ତାଙ୍କର ଚିକିତ୍ସାଧୀନ […]

ଅଦ୍ୟତନ ହୋଇଛି
ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: କ୍ଷତି ପୂରଣ ସହ ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବି କଲେ ଗ୍ରାମବାସୀ

bhdrak

Advertisment

ଆନନ୍ଦପୁର: ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କ ଗିରଫ ଦାବି କରିଛନ୍ତି ଗାଁ ଲୋକେ। ଆଜି ଛାତ୍ରୀଙ୍କ ମୃତଦେହ ତାଙ୍କ ଗାଁରେ ପହଞ୍ଚିବା ପରେ ପରିବାରକୁ କ୍ଷତି ପୂରଣ ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

Advertisment

ଗତ ଶନିବାରଠାରୁ ଛାତ୍ରୀ ଜଣଙ୍କ ସ୍କୁଲରୁ ନିଖୋଜ ହୋଇଯାଇଥିଲା। ସୋମବାର ହଦଗଡ଼ ଡ୍ୟାମ୍ ତଳୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ  ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe