Advertisment

ଜି.ଉଦୟଗିରି: କଳିଙ୍ଗା ଘାଟିଲା ଓଲଟିଲା ଲୁହା ରଡ୍ ବୋଝେଇ ଟ୍ରକ

ଜି.ଉଦୟଗିରି: ଜି.ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ସକାଳୁ ଏକ ଲୁହା ରଡ୍ ବୋଝେଇ ଟ୍ରକ ଓଲଟି ପଡିଛି। ଫଳରେ ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଛି। ଦୁର୍ଘଟଣା ଯୋଗୁଁ  ଜି.ଉଦୟଗିରିରୁ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଯାନବାହନ ଯାଇପାରୁ ନାହିଁ। ଜି .ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଦ୍ୟତନ ହୋଇଛି
ଜି.ଉଦୟଗିରି: କଳିଙ୍ଗା ଘାଟିଲା ଓଲଟିଲା ଲୁହା ରଡ୍ ବୋଝେଇ ଟ୍ରକ

FotorCreated

Advertisment

ଜି.ଉଦୟଗିରି: ଜି.ଉଦୟଗିରି ନିକଟ କଳିଙ୍ଗା ଘାଟିରେ ଆଜି ସକାଳୁ ଏକ ଲୁହା ରଡ୍ ବୋଝେଇ ଟ୍ରକ ଓଲଟି ପଡିଛି। ଫଳରେ ଡ୍ରାଇଭର ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଛି। ଦୁର୍ଘଟଣା ଯୋଗୁଁ  ଜି.ଉଦୟଗିରିରୁ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ଯାନବାହନ ଯାଇପାରୁ ନାହିଁ। ଜି .ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment
Kalinga Ghati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe