Advertisment

ଝାରସୁଗୁଡ଼ା: ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା,ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ବେହେରାପାଟ ବାଇପାସ ନିକଟରେ ଆଜି ଟ୍ରକ୍  ଓ ବାଇକ୍ ମୁହାଁମୁହିଁ  ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଏକାତାଲିର ଶ୍ରୀଧର ମିଶ୍ର। ସେ ବାଇକ୍‌ରେ ଝାରସୁଗୁଡ଼ା ଆଡକୁ ଯାଉଥିବା ସମୟରେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା।

dead

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe