Advertisment

କାମାକ୍ଷାନଗର:ରାଜ୍ୟ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ସମାବେଶ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଜିରାଳଠାରେ ରବିବାର ରାଜ୍ୟ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଚାଷୀଙ୍କୁ ସୁରକ୍ଷା ଭତ୍ତା,ଫସଲର ଉପଯୁକ୍ତ ମୂଲ୍ୟ ଓ ଚାଷୀକୁ କୃଷି ଋଣ ଛାଡ୍ ଦାବି ନେଇ ଆସନ୍ତା ୧୭ରେ ଭୁବନେଶ୍ୱରରେ ମହାରାଲି କରିବାକୁ ଆଜିର ସମାବେଶରେ ଆଲୋଚନା ହୋଇଥିଲା। ରାଲିରେ ବହୁ ସଂଖ୍ୟାରେ କୃଷକମାନେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା। ଆଜିର ଏହି ସମାବେଶରେ କାମାକ୍ଷାନଗର ବହୁ ଚାଷୀ ଉପସ୍ଥିତ ଥିଲେ।

author-image
Rakesh Mallick
କାମାକ୍ଷାନଗର:ରାଜ୍ୟ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ସମାବେଶ

dkl

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଜିରାଳଠାରେ ରବିବାର ରାଜ୍ୟ ନବନିର୍ମାଣ କୃଷକ ସଙ୍ଗଠନ ତରଫରୁ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଚାଷୀଙ୍କୁ ସୁରକ୍ଷା ଭତ୍ତା,ଫସଲର ଉପଯୁକ୍ତ ମୂଲ୍ୟ ଓ ଚାଷୀକୁ କୃଷି ଋଣ ଛାଡ୍ ଦାବି ନେଇ ଆସନ୍ତା ୧୭ରେ ଭୁବନେଶ୍ୱରରେ ମହାରାଲି କରିବାକୁ ଆଜିର ସମାବେଶରେ ଆଲୋଚନା ହୋଇଥିଲା। ରାଲିରେ ବହୁ ସଂଖ୍ୟାରେ କୃଷକମାନେ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା।

Advertisment

ଆଜିର ଏହି ସମାବେଶରେ କାମାକ୍ଷାନଗର ବହୁ ଚାଷୀ ଉପସ୍ଥିତ ଥିଲେ।