Advertisment

ଲମତାପୁଟ: ୫ ଦଫା ଦାବି ନେଇ ଗ୍ରାମ ରୋଜଗାର କର୍ମଚାରୀଙ୍କ ଧାରଣା

ଲମତାପୁଟ: ୫ ଦଫା ଦାବି ନେଇ  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସମସ୍ତ ଗ୍ରାମ ରୋଜଗାର ସେବକ କର୍ମଚାରୀମାନେ ଶନିବାର ଲମତାପୁଟ ବ୍ଲକ ଅଫିସ୍ ଆଗରେ ଧାରଣାରେ ବସିଥିଲେ। ଗ୍ରାମ ରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଖାଲି ପଡ଼ିଥିବା ଭିଏଲଡାବ୍ଲୁ ପଦବୀରେ  ନିଯୁକ୍ତି ଦେବା,କାର୍ଯ୍ୟରତ ଅବସ୍ଥାରେ ପ୍ରାଣ ହରାଉଥିବା, ଗୁରୁତର ଆହତଙ୍କୁ ସହାୟତା ପ୍ରଦାନ କରିବା,ମାସିକ୯,୩୦୦ ଦରମା ସହିତ ଟିଏ,ଡିଏ ପ୍ରଦାନ କରିବା ଓ ସମସ୍ତ ଜିଆରଏସ୍ ମାନଙ୍କୁ ଇପିଏଫ୍ ଓ ଇଏସଆଇରେ ‌ଅନ୍ତର୍ଭୁକ୍ତ କରିବା […]

ଅଦ୍ୟତନ ହୋଇଛି
ଲମତାପୁଟ: ୫ ଦଫା ଦାବି ନେଇ ଗ୍ରାମ ରୋଜଗାର କର୍ମଚାରୀଙ୍କ ଧାରଣା

lamtaput

Advertisment

ଲମତାପୁଟ: ୫ ଦଫା ଦାବି ନେଇ  କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସମସ୍ତ ଗ୍ରାମ ରୋଜଗାର ସେବକ କର୍ମଚାରୀମାନେ ଶନିବାର ଲମତାପୁଟ ବ୍ଲକ ଅଫିସ୍ ଆଗରେ ଧାରଣାରେ ବସିଥିଲେ। ଗ୍ରାମ ରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଖାଲି ପଡ଼ିଥିବା ଭିଏଲଡାବ୍ଲୁ ପଦବୀରେ  ନିଯୁକ୍ତି ଦେବା,କାର୍ଯ୍ୟରତ ଅବସ୍ଥାରେ ପ୍ରାଣ ହରାଉଥିବା, ଗୁରୁତର ଆହତଙ୍କୁ ସହାୟତା ପ୍ରଦାନ କରିବା,ମାସିକ୯,୩୦୦ ଦରମା ସହିତ ଟିଏ,ଡିଏ ପ୍ରଦାନ କରିବା ଓ ସମସ୍ତ ଜିଆରଏସ୍ ମାନଙ୍କୁ ଇପିଏଫ୍ ଓ ଇଏସଆଇରେ ‌ଅନ୍ତର୍ଭୁକ୍ତ କରିବା ଦାବି ନେଇ  ଜିଆରଏସ୍‌ମାନେ ଆନ୍ଦୋଳନ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe