ନବରଙ୍ଗପୁର: ଆଇନଶୃଙ୍ଖଳା ପରିସ୍ଥିତି ସମୀକ୍ଷା କଲେ ସ୍ପେଶାଲ୍ ଆର୍ମି ପୋଲିସ୍ ଆଇଜି ସଞ୍ଜୀବ ପଣ୍ଡା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ସ୍ପେଶାଲ୍ ଆର୍ମି ପୋଲିସ୍ ଆଇଜି  ସଞ୍ଜୀବ ପଣ୍ଡା ଆଇନଶୃଙ୍ଖଳା ପରିସ୍ଥିତି, କ୍ରାଇମ ଓ ନକ୍ସଲ ଦମନ ଉପରେ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ମାଓ କାର୍ଯ୍ୟକ୍ରମ ନିୟନ୍ତ୍ରଣରେ ଥିବା ସେ କହିଛନ୍ତି। ବିଶେଷ କରି କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ନକ୍ସଲର ଗିତିବଧି ରହୁଥିବାରୁ ନବରଙ୍ଗପୁର ସମେତ କଳାହାଣ୍ଡି ଓ ନୂଆପଡ଼ାରେ ମାଓ ଦମନ ଅପରେସନ୍‌କୁ ଜୋରଦାର୍‌ କରାଯିବ ବୋଲି  ସ୍ପେଶାଲ୍‌ ଆର୍ମି ପୋଲିସ୍ ଆଇଜି ସୂଚନା ଦେଇଛନ୍ତି।

nabaranpur

nabaranpur

Rakesh Mallick
  • Published: Thursday, 23 June 2016
  • Updated: 23 June 2016, 11:07 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story