Advertisment

୭ ପର୍ବତରୋହୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ହିମାଚଳ ପ୍ରଦେଶ ଇନ୍ଦ୍ରସନ ପର୍ବତ ଚଢିବେ ୭ ଓଡ଼ିଆ ଯୁବକ। ଆଜି ଭୁବନେଶ୍ୱର ପାନ୍ଥ ନିବାସରେ ଏହି ୭ ଜଣ ଯୁବକଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସମ୍ମାନିତ କରିଛନ୍ତି। ଜୁନ ୯ ତାରିଖରୁ ଯୁବକମାନେ ପର୍ବତାରୋହଣ ଆରମ୍ଭ କରିବେ। ୬,୨୨୧ ମିଟର ଉଚ୍ଚ ପର୍ବତ ଚଢିବା ପାଇଁ ୨୫ ଦିନ ଲାଗିବ। ଏହି ପର୍ବତାରୋହଣ ପାଇଁ ଯୁବକମାନଙ୍କୁ ଓଡ଼ିଶା ମାଇନିଂ କର୍ପୋରେସନ ଆର୍ଥିକ ସହାୟତା ଯୋଗାଇ ଦେବ।

author-image
Rakesh Mallick
୭ ପର୍ବତରୋହୀଙ୍କୁ ସମ୍ବର୍ଦ୍ଧନା

bbsr

ଭୁବନେଶ୍ୱର: ହିମାଚଳ ପ୍ରଦେଶ ଇନ୍ଦ୍ରସନ ପର୍ବତ ଚଢିବେ ୭ ଓଡ଼ିଆ ଯୁବକ। ଆଜି ଭୁବନେଶ୍ୱର ପାନ୍ଥ ନିବାସରେ ଏହି ୭ ଜଣ ଯୁବକଙ୍କୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ସମ୍ମାନିତ କରିଛନ୍ତି।

Advertisment

ଜୁନ ୯ ତାରିଖରୁ ଯୁବକମାନେ ପର୍ବତାରୋହଣ ଆରମ୍ଭ କରିବେ। ୬,୨୨୧ ମିଟର ଉଚ୍ଚ ପର୍ବତ ଚଢିବା ପାଇଁ ୨୫ ଦିନ ଲାଗିବ। ଏହି ପର୍ବତାରୋହଣ ପାଇଁ ଯୁବକମାନଙ୍କୁ ଓଡ଼ିଶା ମାଇନିଂ କର୍ପୋରେସନ ଆର୍ଥିକ ସହାୟତା ଯୋଗାଇ ଦେବ।