Advertisment

ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଅନୁଧ୍ୟାନ କଲେ ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଆଜି ଜଗମୋହନ ମରାମତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ସ୍ଥିତି ଗମ୍ଭୀର ଅଛି। ମରାମତି କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲିବ।  ପ୍ରତ୍ନତତ୍ତ୍ୱ ବୈଷୟିକ କୋର କମିଟି ସଦସ୍ୟ ଓ ପତ୍ନତତ୍ତ୍ୱ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହି  ଜଗମୋହନ ମରାମତି ସଂପର୍କରେ  ତାଙ୍କୁ ଅବଗତ କରାଇଥିଲେ।

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଅନୁଧ୍ୟାନ କଲେ ଗଜପତି ମହାରାଜା

puri

Advertisment

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଆଜି ଜଗମୋହନ ମରାମତି କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି, ସ୍ଥିତି ଗମ୍ଭୀର ଅଛି। ମରାମତି କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲିବ।  ପ୍ରତ୍ନତତ୍ତ୍ୱ ବୈଷୟିକ କୋର କମିଟି ସଦସ୍ୟ ଓ ପତ୍ନତତ୍ତ୍ୱ ବିଭାଗର କର୍ତ୍ତୃପକ୍ଷ ଉପସ୍ଥିତ ରହି  ଜଗମୋହନ ମରାମତି ସଂପର୍କରେ  ତାଙ୍କୁ ଅବଗତ କରାଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe