Advertisment

ପୁରୀ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଅଭିଯୋଗ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ବଡ଼ଦିଆଣ୍ଡି ଗାଁରେ ଜଣେ ମାଟ୍ରିକ୍ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ସଂପୃକ୍ତ ଛାତ୍ର ଜଣକ ବିଷପିଇ ଆତ୍ମହତ୍ୟା କରିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଛାତ୍ର ଜଣକ ପରୀକ୍ଷା ଦେଇ ଫେରିବା ପରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କୁ ପୁରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କାହିଁକି ସେ ଆତ୍ମହତ୍ୟା କଲେ ସେ ନେଇ ବର୍ତ୍ତମାନ  ସୁଦ୍ଧା […]

ପୁରୀ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଅଭିଯୋଗ

puri

Advertisment

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ବଡ଼ଦିଆଣ୍ଡି ଗାଁରେ ଜଣେ ମାଟ୍ରିକ୍ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।  ସଂପୃକ୍ତ ଛାତ୍ର ଜଣକ ବିଷପିଇ ଆତ୍ମହତ୍ୟା କରିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଛାତ୍ର ଜଣକ ପରୀକ୍ଷା ଦେଇ ଫେରିବା ପରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କୁ ପୁରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କାହିଁକି ସେ ଆତ୍ମହତ୍ୟା କଲେ ସେ ନେଇ ବର୍ତ୍ତମାନ  ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ  ପ୍ରଥମ ଦିନର ପରୀକ୍ଷା ଭଲ ହୋଇ ନ ଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପରିବାର ଲୋକ ଆଶଙ୍କା କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe