/odisha-reporter/media/post_attachments/uploads/2016/03/puri9.jpg)
puri
ପୁରୀ: ପ୍ରତି ରବିବାର ଭଳି ଏଥର ମଧ୍ୟ ପୁରୀ ସହରରେ ରାହାଗିରି ଦିବସ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଥ ରାହାଗିରି ଦିବସରେ ଯୋଗ ଦେଇଥିଲେ। ଏହାସହିତ ଉପସ୍ଥିତ ଦର୍ଶକ ନାଚ ଓ ଗୀତର ମଜା ଉଠାଥିଲେ। ଏଥର ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ ସହ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
