Advertisment

ପୁରୀରେ ରାହାଗିରି ଦିବସ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପ୍ରତି ରବିବାର ଭଳି ଏଥର ମଧ୍ୟ ପୁରୀ ସହରରେ ରାହାଗିରି ଦିବସ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଥ ରାହାଗିରି ଦିବସରେ ଯୋଗ ଦେଇଥିଲେ। ଏହାସହିତ ଉପସ୍ଥିତ ଦର୍ଶକ ନାଚ ଓ ଗୀତର ମଜା ଉଠାଥିଲେ।  ଏଥର ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ ସହ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଯାଇଥିଲା।

ଅଦ୍ୟତନ ହୋଇଛି
ପୁରୀରେ ରାହାଗିରି ଦିବସ, ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

puri

Advertisment

ପୁରୀ: ପ୍ରତି ରବିବାର ଭଳି ଏଥର ମଧ୍ୟ ପୁରୀ ସହରରେ ରାହାଗିରି ଦିବସ ପାଳନ କରାଯାଇଛି। ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଥ ରାହାଗିରି ଦିବସରେ ଯୋଗ ଦେଇଥିଲେ। ଏହାସହିତ ଉପସ୍ଥିତ ଦର୍ଶକ ନାଚ ଓ ଗୀତର ମଜା ଉଠାଥିଲେ।  ଏଥର ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୁଦ ସହ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe