Advertisment

ରାଜ୍ୟରେ ଗଠନ ହେବ ଆଉ ୧୦ଟି ଓଡ୍ରାଫ୍ ଟିମ୍

ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗଠନ କରାଯିବ ଆଉ ୧୦ଟି ଓଡ୍ରାଫ୍ ଟିମ୍। ଏଥିରେ ୫୦୦ ଓଏସ୍‌ଏପି ଯବାନଙ୍କୁ ନିଯୁକ୍ତି ଦିଆଯିବ। ଏହି ଯବାନମାନଙ୍କ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ଖର୍ଚ୍ଚ ଷ୍ଟେଟ୍ ଡିଜାଷ୍ଟର୍ ରିଲିଫ୍ ଫଣ୍ଡ ବହନ କରିବ। ଆସନ୍ତା ଏପ୍ରିଲ୍ ସୁଦ୍ଧା ଏହି ଟିମ୍ ଗଠନ କରାଯିବ। ବୁଧବାର ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟେଟ୍ ଡିଜାଷ୍ଟର୍ ଏକଜିକ୍ୟୁଟିଭ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟ ଶାସନ […]

ରାଜ୍ୟରେ ଗଠନ ହେବ ଆଉ ୧୦ଟି ଓଡ୍ରାଫ୍ ଟିମ୍

otraf

Advertisment

ଭୁବନେଶ୍ୱର: ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଗଠନ କରାଯିବ ଆଉ ୧୦ଟି ଓଡ୍ରାଫ୍ ଟିମ୍। ଏଥିରେ ୫୦୦ ଓଏସ୍‌ଏପି ଯବାନଙ୍କୁ ନିଯୁକ୍ତି ଦିଆଯିବ। ଏହି ଯବାନମାନଙ୍କ ପ୍ରଶିକ୍ଷଣ ପାଇଁ ଆବଶ୍ୟକ ଖର୍ଚ୍ଚ ଷ୍ଟେଟ୍ ଡିଜାଷ୍ଟର୍ ରିଲିଫ୍ ଫଣ୍ଡ ବହନ କରିବ। ଆସନ୍ତା ଏପ୍ରିଲ୍ ସୁଦ୍ଧା ଏହି ଟିମ୍ ଗଠନ କରାଯିବ।

Advertisment

ବୁଧବାର ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଷ୍ଟେଟ୍ ଡିଜାଷ୍ଟର୍ ଏକଜିକ୍ୟୁଟିଭ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ପୋଲିସ ଡିଜି କେବି ସିଂ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe