Advertisment

ରାଉରକେଲା: ଆଇଡିଏଲ୍‌ କ୍ୟାମ୍ପସ୍‌ରେ ହାତୀଙ୍କ ଉତ୍ପାତ

ରାଉରକେଲା: ରାଉରକେଲା ଆଇଡିଏଲ୍‌ କ୍ୟାମ୍ପସ୍ ଓ ଅଫିସରେ ୮ଟି ବଣୁଆ ହାତୀ ସୋମବାର ବିଳମ୍ବିତ ରାତିରେ ପଶିଆସି ବ୍ୟାପକ ଆସବାପତ୍ର ନଷ୍ଟ କରି ଦେଇଛନ୍ତି। ଅଫିସର କବାଟ, ଝରକା ସହ କମ୍ପ୍ୟୁଟର ଆଦି ଭାଙ୍ଗି ଦେଇଛନ୍ତି। କ୍ୟାମ୍ପସ୍ ପରିସରରେ  ଜିନିଷ ପତ୍ର ନଷ୍ଟ କରିବା ପରେ ହାତୀପଲ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଛନ୍ତି।

author-image
Rakesh Mallick
ରାଉରକେଲା: ଆଇଡିଏଲ୍‌ କ୍ୟାମ୍ପସ୍‌ରେ ହାତୀଙ୍କ ଉତ୍ପାତ

hathi