Advertisment

ସ୍ୟାଣ୍ଡ ଆର୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ଜାପାନ ଯିବେ ସୁଦାମ

ପୁରୀ: ଜାପନାର ସିରାହାମା ନାନକୀଠାରେ ହେବାକୁ ଥିବା ୪୮ତମ ସ୍ୟାଣ୍ଡ ଆର୍ଟ ପ୍ରତିଯୋଗିତରେ ଭାଗ ନେବା ପାଇଁ ଓଡିଶାରୁ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଆସନ୍ତା ୨୫ ତାରିଖରେ ଜାପାନ ଯିବେ। ୨୯ ତାରିଖରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଶ୍ୱ ଶାନ୍ତି ଉପରେ ବୁଦ୍ଧଙ୍କ ବାଲୁକା କଳା ନିର୍ମାଣ କରିବେ ବୋଲି ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ମାଝି, ୟୁଥ ହଷ୍ଟେଲର ମ୍ୟାନେଜର ଜୟଶଙ୍କର […]

ସ୍ୟାଣ୍ଡ ଆର୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ଜାପାନ ଯିବେ ସୁଦାମ

Sudam pradhan

Advertisment

ପୁରୀ: ଜାପନାର ସିରାହାମା ନାନକୀଠାରେ ହେବାକୁ ଥିବା ୪୮ତମ ସ୍ୟାଣ୍ଡ ଆର୍ଟ ପ୍ରତିଯୋଗିତରେ ଭାଗ ନେବା ପାଇଁ ଓଡିଶାରୁ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଆସନ୍ତା ୨୫ ତାରିଖରେ ଜାପାନ ଯିବେ। ୨୯ ତାରିଖରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ବିଶ୍ୱ ଶାନ୍ତି ଉପରେ ବୁଦ୍ଧଙ୍କ ବାଲୁକା କଳା ନିର୍ମାଣ କରିବେ ବୋଲି ଆଜି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଉଦ୍ଧବ ମାଝି, ୟୁଥ ହଷ୍ଟେଲର ମ୍ୟାନେଜର ଜୟଶଙ୍କର ଯୋଶୀ, ସୁକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସୁଦାମଙ୍କ ସଫଳତା କାମନା କରିଛନ୍ତି। ସୁଦାମ ଜାପାନରେ ୪୭ତମ ବାଲୁକା କଳା ପ୍ରତିଯୋଗିତରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍‌ ସେଣ୍ଟର ପକ୍ଷରୁ ସୁଦାମଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe