Advertisment

ଆବେଦନ କଲେଣି କି, ମିଲିଟାରୀ ଇଞ୍ଜିନିୟର ସର୍ଭିସେସରେ ଖାଲି ପଡ଼ିଛି ୫୦୨ଟି ପଦ

ମିଲିଟାରୀ ଇଞ୍ଜିନିୟର ସର୍ଭିସେସରେ ୫୦୨ଟି  ସୁପରଭାଇଜର ଏବଂ ଡ୍ରାଫ୍ଟସମ୍ୟାନ ପଦବୀ ଖାଲି ପଡ଼ିଛି। ଏହି ସବୁ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ  mes.gov.in ରେ ଲଗ୍ ଇନ କରି ଅନଲାଇନରେ ଏହି ଦୁଇ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଅନ୍ତିମ ତାରିଖ ଏପ୍ରିଲ ୧୨ ରହିଛି। ସୁପରଭାଇଜର ମୋଟ ୪୫୦ଟି ସୁପରଭାଇଜର ପଦ ଖାଲି ପଡ଼ିଛି। ଆବେଦନକାରୀ  ଇକୋନମିକ୍ସ/କମର୍ସ/ଷ୍ଟାଟିଷ୍ଟିକ୍ସ/ବିଜନେସ ଷ୍ଟଡିଜ/ପବ୍ଲିକ ଆଡମିନିଷ୍ଟ୍ରେଶନରୁ ଯେକୌଣସି ଗୋଟିଏ ବିଷୟରେ ପିଜି କରିଥିବା […]

ଅଦ୍ୟତନ ହୋଇଛି
ସିଭିଲ୍ ଇଞ୍ଜିନିୟର୍ସଙ୍କ ପାଇଁ ସରକାରୀ ଚାକିରି ସୁଯୋଗ, ପେ-ସ୍କେଲ୍ ୫୬ହଜାର ଟଙ୍କା

JOB

Advertisment

ମିଲିଟାରୀ ଇଞ୍ଜିନିୟର ସର୍ଭିସେସରେ ୫୦୨ଟି  ସୁପରଭାଇଜର ଏବଂ ଡ୍ରାଫ୍ଟସମ୍ୟାନ ପଦବୀ ଖାଲି ପଡ଼ିଛି। ଏହି ସବୁ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ  mes.gov.in ରେ ଲଗ୍ ଇନ କରି ଅନଲାଇନରେ ଏହି ଦୁଇ ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଅନ୍ତିମ ତାରିଖ ଏପ୍ରିଲ ୧୨ ରହିଛି।

Advertisment

ସୁପରଭାଇଜର

ମୋଟ ୪୫୦ଟି ସୁପରଭାଇଜର ପଦ ଖାଲି ପଡ଼ିଛି। ଆବେଦନକାରୀ  ଇକୋନମିକ୍ସ/କମର୍ସ/ଷ୍ଟାଟିଷ୍ଟିକ୍ସ/ବିଜନେସ ଷ୍ଟଡିଜ/ପବ୍ଲିକ ଆଡମିନିଷ୍ଟ୍ରେଶନରୁ ଯେକୌଣସି ଗୋଟିଏ ବିଷୟରେ ପିଜି କରିଥିବା ଆବଶ୍ୟକ।

ଡ୍ରାଫ୍ଟସମ୍ୟାନ

ମୋଟ ୫୨ଟି ଡ୍ରାଫ୍ଟସମ୍ୟାନ୍ ପଦ ଖାଲି ରହିଛି। ଯେକୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ Architectural Assistantshipରେ ଡିପ୍ଲୋମା କରିଥିବା ଆବଶ୍ୟକ।

Advertisment

ଉପରୋକ୍ତ ପଦବୀ ପାଇଁ ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୧୮ ଏବଂ ସର୍ବାଧିକ ବୟସ ୩୦ ହୋଇଥିବା ଆବଶ୍ୟକ। ଏହି ପଦବୀ ପାଇଁ ଆବେଦନ କରିବାର ଅନ୍ତିମ ତାରିଖ ୧୨ ଏପ୍ରିଲ ରହିଛି। ମାର୍ଚ୍ଚ ୨୨ରୁ ଏହି ପଦବୀ ପାଇଁ ଆବେଦନକାରୀ ଆବେଦନ କରୁଛନ୍ତି। ମେ ୧୬ରେ ଏଥିପାଇଁ ଲିଖିତ ପରୀକ୍ଷା ହେବ। ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe