ଇଞ୍ଜିନିୟରିଂ ପାଠ୍ୟକ୍ରମରେ ବଦଳିଲା ଗଣିତ ଗାଇଡଲାଇନ

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରରେ ଗଣିତ ଓ ପଦାର୍ଥ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ ବୋଲି ଜାରି ହୋଇଥିବା ଗାଇଡଲାଇନରେ ସାମାନ୍ୟ ସଂଶୋଧନ କରାଯାଇଛି। ଏଣିକି ସବୁ ଇଞ୍ଜିନିୟରିଂ କୋର୍ସ ନୁହେଁ ବରଂ ଏକ ତୃତୀୟାଂଶ ଇଞ୍ଜିନିୟରିଂ କୋର୍ସରେ ନାଁ ଲେଖାଇବା ପାଇଁ ଆଉ ଦ୍ୱାଦଶ ଶ୍ରେଣୀରେ ଗଣତି ପଢ଼ିବା ବାଧ୍ୟତାମୂଳକ ନୁହେଁ। ଆର୍କିଟେକଚର, ବାୟୋଟେକ୍ନୋଲଜି ଓ ଫ୍ୟାଶନ ଟେକ୍ନୋଲଜି ଭଳି ଇଞ୍ଜନିଂୟରିଂ ପାଠ୍ୟକ୍ରମର ଏକ ତୃତୀୟାଂଶ ବିଷୟବସ୍ତୁ ପାଇଁ ଏହି ନିମୟ ଲାଗୁ ହେବ। All India Council […]

AICTE

AICTE

Hemant Lenka
  • Published: Wednesday, 30 March 2022
  • Updated: 30 March 2022, 05:39 PM IST

Sports

Latest News

ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପାଠ୍ୟକ୍ରମରରେ ଗଣିତ ଓ ପଦାର୍ଥ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ ବୋଲି ଜାରି ହୋଇଥିବା ଗାଇଡଲାଇନରେ ସାମାନ୍ୟ ସଂଶୋଧନ କରାଯାଇଛି। ଏଣିକି ସବୁ ଇଞ୍ଜିନିୟରିଂ କୋର୍ସ ନୁହେଁ ବରଂ ଏକ ତୃତୀୟାଂଶ ଇଞ୍ଜିନିୟରିଂ କୋର୍ସରେ ନାଁ ଲେଖାଇବା ପାଇଁ ଆଉ ଦ୍ୱାଦଶ ଶ୍ରେଣୀରେ ଗଣତି ପଢ଼ିବା ବାଧ୍ୟତାମୂଳକ ନୁହେଁ।

ଆର୍କିଟେକଚର, ବାୟୋଟେକ୍ନୋଲଜି ଓ ଫ୍ୟାଶନ ଟେକ୍ନୋଲଜି ଭଳି ଇଞ୍ଜନିଂୟରିଂ ପାଠ୍ୟକ୍ରମର ଏକ ତୃତୀୟାଂଶ ବିଷୟବସ୍ତୁ ପାଇଁ ଏହି ନିମୟ ଲାଗୁ ହେବ। All India Council for Technical Education (AICTE) ପକ୍ଷରୁ ଏହି ଘୋଷଣା କରାଯାଇଛି।

୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ଏଆଇସିଟିଇ କହିଛି ଯେ କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଓ ଇଲେକଟ୍ରୋନିକ୍ସ ଇଞ୍ଜିନିୟରିଂ ପାଥଁ ମଧ୍ୟ ଦ୍ୱାଦଶ ଶ୍ରେଣୀରେ ରସାୟନ ବିଜ୍ଞାନ ଅପସନାଲ ହୋଇ ରହିବ।

ଗାଇଡଲାଇନରେ ୨୯ଟି ଡିପ୍ଲୋମା ଓ ଅଣ୍ଡଗ୍ରାଜ୍ୟୁଏଟ କୋର୍ସ ମଧ୍ୟରୁ ଗଣିତକୁ ୧୦ଟି ବିଷୟ ପାଇଁ ଅପସନାଲ ଭାବେ ରଖାଯାଇଛି। କମ୍ପ୍ୟୁଟର ସାଇନ୍ସ, ଇଲେକଟ୍ରୋନିକ୍ସ, ଇନଫରମେସନ ଟେକ୍ନୋଲଜି, ବାୟୋଲଜି, ବାୟୋ ଟେକ୍ନୋଲଜି, ଟେକ୍ନିକାଲ ଭୋକେସନାଲ ସବଜେଟ, ଅଗ୍ରିକଲଚର, ଇଞ୍ଜିନିୟରିଂ ଗ୍ରାଫିକ୍ସ, ଇନଫରମେଟିକ ପ୍ରାଟିସ ଓ ବିଜନେସ ଷ୍ଟିଜ ପଢ଼ିଥିବା ପିଲାମାନେ ଇଞ୍ଜିନିୟରିଂ କୋର୍ସ କରିପାରିବେ।

୨୦୨୧-୨୨ରେ ଏଆଇସିଟିଇ ସମସ୍ତ ଇଞ୍ଜିନିୟରିଂ କୋର୍ସ ପାଇଁ ଗଣତି ଓ ପଦାର୍ଥ ବିଜ୍ଞାନକୁ ଅପସନାଲ କରିଥିଲା। ଏଥିପାଇଁ ବିଭିନ୍ନ ହମଲରେ ଏହାକୁ ସମାଲୋଚନା କରାଯାଇଛି। ଚଳିତ ବର୍ଷ ଏଆଇସିଟିଇ କେବଳ କିଛି ନିର୍ଦ୍ଦିଷ୍ଟ କୋର୍ସ ପାଇଁ ଗଣତି, ରାସାୟନ ବିଜ୍ଞାନ ଓ ପଦାର୍ଥ ବିଜ୍ଞାନ ବାଧ୍ୟତାମୂଳକ ନୁହେଁ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story