Advertisment

ଭୁବନେଶ୍ୱର AIIMSରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ଭୁବନେ ଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସରେ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏମ୍ସରେ ଖାଲି ପଡିଥିବା ଜୁନିଅର ରିସର୍ଚ୍ଚ ଫେଲୋ(JRF) ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ICMR ପ୍ରୋଜେକ୍ଟ ଅଧୀନରେ ଚୁକ୍ତି ଭିତ୍ତିକ ଅନୁଯାୟୀ  ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିବ। ପଦବୀ- ଜୁନିଅର ରିସର୍ଚ୍ଚ ଫେଲୋ-୧ ବୟସ ସୀମା- ୩୦ ବର୍ଷ। SC / STOBC / PWD ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ […]

କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର ଏମ୍ସ?

AIIMS

Advertisment

ଭୁବନେ ଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏମ୍ସରେ ଚାକିରି କରିବାକୁ ଇଚ୍ଛା ରଖିଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏମ୍ସରେ ଖାଲି ପଡିଥିବା ଜୁନିଅର ରିସର୍ଚ୍ଚ ଫେଲୋ(JRF) ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ICMR ପ୍ରୋଜେକ୍ଟ ଅଧୀନରେ ଚୁକ୍ତି ଭିତ୍ତିକ ଅନୁଯାୟୀ  ଯୋଗ୍ୟ ପ୍ରାର୍ଥୀଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିବ।

Advertisment

ପଦବୀ- ଜୁନିଅର ରିସର୍ଚ୍ଚ ଫେଲୋ-୧

ବୟସ ସୀମା- ୩୦ ବର୍ଷ। SC / STOBC / PWD ପ୍ରାର୍ଥୀଙ୍କ ପାଇଁ ବୟସ ସୀମା କୋହଳ କରାଯାଇଛି।

ମାସିକ ଦରମା- ୩୫,୯୬୦/-

ଚାକିରି ସମୟ ସୀମା- ୧ ବର୍ଷ

ଶିକ୍ଷାଗତ ଯୋଗ୍ୟତା: ବିଜ୍ଞାନରେ ସ୍ନାତକୋତ୍ତର କରିଥିବା ଆବଶ୍ୟକ। ଅଥବା ଅଶାୟୀ ପ୍ରାର୍ଥୀମାନେ CSIR UGC NET ପରୀକ୍ଷାରେ ଯୋଗ୍ୟ ହୋଇଥିବେ। କେନ୍ଦ୍ରୀୟ ବିଭାଗ ଓ ସେମାନଙ୍କ ଏଜେନ୍ସି କିମ୍ବା ଅନୁଷ୍ଠାନ ଯଥା DST, DAE, DOS, DRDO, MHRD, ICAR, IISC, IIT, IISER ଅଧୀନରେ ହୋଇଥିବା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଜରୁରୀ।

Advertisment

ୱାକ୍‌ ଇନ ଇଣ୍ଟରଭ୍ୟୁ ଅନୁଯାୟୀ ଆଶାୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଇଚ୍ଛୁକ ପ୍ରାର୍ଥୀମାନେ ଏମ୍ସର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ https://aiimsbhubaneswar.nic.in  ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୯ ଏପ୍ରିଲ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe