Advertisment

AIIMSରେ ଚାକିରି ସୁଯୋଗ, ଦରମା ୫୦,୦୦୦ରୁ ଅଧିକ

ରାୟପୁର: ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେଜ ତଥା ଏମ୍ସରେ ଚାକିରି କରୁବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏମ୍ସ ରାୟପୁରରେ ଖାଲି ପଡିଥିବା ୩୪ଟି (ନନ୍‌ ଏକାଡେମିକ୍‌) ଗ୍ରୁପ ‘ଏ’ରେ ଜୁନିଅର ରେସିଡାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ aiimsraipur.edu.in ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିବେ। ମୋଟ ପଦବୀ ଜୁନିଅର ରେସିଡାଣ୍ଟ- ୩୪ ମାସିକ ଦରମା- ୫୬,୧୦୦ ବୟସ ସୀମା- ୩୦ ବର୍ଷ ଶିକ୍ଷାଗତ […]

AIIMSରେ ଚାକିରି ସୁଯୋଗ, ଦରମା ୫୦,୦୦୦ରୁ ଅଧିକ

AIIMS Raipur

Advertisment

ରାୟପୁର: ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେଜ ତଥା ଏମ୍ସରେ ଚାକିରି କରୁବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏମ୍ସ ରାୟପୁରରେ ଖାଲି ପଡିଥିବା ୩୪ଟି (ନନ୍‌ ଏକାଡେମିକ୍‌) ଗ୍ରୁପ 'ଏ'ରେ ଜୁନିଅର ରେସିଡାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଇଚ୍ଛୁକ ପ୍ରାର୍ଥୀ aiimsraipur.edu.in ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିବେ।

Advertisment

ମୋଟ ପଦବୀ

ଜୁନିଅର ରେସିଡାଣ୍ଟ- ୩୪

ମାସିକ ଦରମା- ୫୬,୧୦୦

ବୟସ ସୀମା- ୩୦ ବର୍ଷ

ଶିକ୍ଷାଗତ ଯୋଗ୍ୟତା- ଆଗ୍ରହୀ ପ୍ରାର୍ଥୀମାନେ MBBS ପାସ୍‌ କରିଥିବା କିମ୍ବା MCI ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମାନ ଡିଗ୍ରୀ ହାସଲ କରିଥିବା ଦରକାର।

ଆବେଦନ ଫି'- ସାଧାରଣ/ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଆବେଦନ ଫି' ଦେବାକୁ ପଡିବ। ସେହିପରି SC/ST ବର୍ଗର ପିଲାଙ୍କୁ ୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ଛାଡ କରାଯାଇଛି।

Advertisment

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀଙ୍କୁ ନିଜର ସମସ୍ତ କାଗଜପତ୍ର residentrecruitment@aiimsraipur.edu.in ରେ ଜୁନ୍‌ ୧୫ ଭିତରେ ପଠାଇବାକୁ ପଡିବ। ମେ' ୨୬ ତାରିଖରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ୍‌ କିମ୍ବା ଏଠାରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌  HERE  କରି ଜାଣିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe