ଏୟାର ଇଣ୍ଡିଆର ୧୬୦ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଯୋଗ୍ୟତା ଗ୍ରାଜୁଏଟ୍‌

ନୂଆଦିଲ୍ଲୀ : ଏୟାର୍‌ ଇଣ୍ଡିଆ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୬୦ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୦ ଓ ୧୧ ମାର୍ଚ୍ଚରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ। ଯୋଗ୍ୟ ପ୍ରାର୍ଥୀଙ୍କୁ ମୁମ୍ୱାଇ ଏୟାର ପୋର୍ଟରେ ଭର୍ତ୍ତି କରାଯିବ। ପଦର ନାମ ଓ ଏହାର ସଂଖ୍ୟା ମୋଟ ପଦବୀ ୧୬୦ଟି ରହିଛି। ଏଥିରେ ଡ୍ୟୁଟି ମ୍ୟାନେଜର୍‌, ଡ୍ୟୁଟି ଅଫିସର, ଜୁନିଅର୍‌ ଏକ୍‌ଜିକ୍ୟୁଟିଭ୍‌, କଷ୍ଟମର୍‌ ଏଜେଣ୍ଟ, ଆସିଷ୍ଟାଣ୍ଟ ଓ ଅନ୍ୟାନ୍ୟ ପଦବୀ ରହିଛି। ଯୋଗ୍ୟତା […]

air

air

Puspanjali Panda
  • Published: Friday, 28 February 2020
  • Updated: 28 February 2020, 02:33 PM IST

Sports

Latest News

ନୂଆଦିଲ୍ଲୀ : ଏୟାର୍‌ ଇଣ୍ଡିଆ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୧୬୦ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୦ ଓ ୧୧ ମାର୍ଚ୍ଚରେ ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ହେବ। ଯୋଗ୍ୟ ପ୍ରାର୍ଥୀଙ୍କୁ ମୁମ୍ୱାଇ ଏୟାର ପୋର୍ଟରେ ଭର୍ତ୍ତି କରାଯିବ।

ପଦର ନାମ ଓ ଏହାର ସଂଖ୍ୟା

ମୋଟ ପଦବୀ ୧୬୦ଟି ରହିଛି। ଏଥିରେ ଡ୍ୟୁଟି ମ୍ୟାନେଜର୍‌, ଡ୍ୟୁଟି ଅଫିସର, ଜୁନିଅର୍‌ ଏକ୍‌ଜିକ୍ୟୁଟିଭ୍‌, କଷ୍ଟମର୍‌ ଏଜେଣ୍ଟ, ଆସିଷ୍ଟାଣ୍ଟ ଓ ଅନ୍ୟାନ୍ୟ ପଦବୀ ରହିଛି।

ଯୋଗ୍ୟତା

ଏସବୁ ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ। ତେବେ ଅଲଗା ଅଲଗା ପଦକୁ ନେଇ ଯୋଗ୍ୟତା ରହିଛି। ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ ଓ ଗ୍ରୁପ୍‌ ଡିକ୍ସସନ୍‌ ଆଧାରରେ ଚୟନ କରାଯିବ।

ଆବେଦନ ଶୁଳ୍କ

ସାଧାରଣ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ କୌଣସି ଶୁଳ୍କ ରଖାଯାଇନାହିଁ। ଡ୍ରାପ୍ଟ ଜରିଆରେ ଆବେଦନକାରୀଙ୍କଠାରୁ ଫି ନିଆଯିବ।

ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆର ଅଫିସିଆଲ୍‌ ସାଇଟ୍‌ www.airindia.in କୁ ଭିଜିଟ୍‌ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story