Advertisment

BHELରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତ ହେବି ଇଲେକ୍ଟ୍ରିକାଲ ଲିମିଟେଡ୍‌ (ଭେଲ୍‌)ରେ ଚାକିରି ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି।  ଫିକ୍ସଡ ଟର୍ମ ଏଗ୍‌ଜିକ୍ୟୁଟିଭ୍ (FTA- ଫାଇନାନ୍ସ) ର ଚାରୋଟି ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। BHEL ବିଜ୍ଞାପନ ଅନୁଯାୟୀ, ଏକ ବର୍ଷର ଅବଧି ପାଇଁ କିମ୍ବା ଆସାଇନମେଣ୍ଟ ସମାପ୍ତ ହେବା ପର୍ଯ୍ୟନ୍ତ ଫିକ୍ସଡ୍ ଟର୍ମ ନିଯୁକ୍ତି (FTA) ଆଧାରରେ ଏହି ନିଯୁକ୍ତି ଦିଆଯିବ। ପଦବୀ: […]

ଅଦ୍ୟତନ ହୋଇଛି
BHELରେ ଚାକିରି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ

BHEL

Advertisment

ନୂଆଦିଲ୍ଲୀ: ଭାରତ ହେବି ଇଲେକ୍ଟ୍ରିକାଲ ଲିମିଟେଡ୍‌ (ଭେଲ୍‌)ରେ ଚାକିରି ସୁଯୋଗ। ଖାଲି ପଡିଥିବା ବିଭିନ୍ନ ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି।  ଫିକ୍ସଡ ଟର୍ମ ଏଗ୍‌ଜିକ୍ୟୁଟିଭ୍ (FTA- ଫାଇନାନ୍ସ) ର ଚାରୋଟି ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

BHEL ବିଜ୍ଞାପନ ଅନୁଯାୟୀ, ଏକ ବର୍ଷର ଅବଧି ପାଇଁ କିମ୍ବା ଆସାଇନମେଣ୍ଟ ସମାପ୍ତ ହେବା ପର୍ଯ୍ୟନ୍ତ ଫିକ୍ସଡ୍ ଟର୍ମ ନିଯୁକ୍ତି (FTA) ଆଧାରରେ ଏହି ନିଯୁକ୍ତି ଦିଆଯିବ।

ପଦବୀ: ଫିକ୍ସଡ ଟର୍ମ ଏଗ୍‌ଜିକ୍ୟୁଟିଭ୍-୪

ଶିକ୍ଷାଗତ ଯୋଗ୍ୟତା:

ମ୍ୟାନେଜମେଣ୍ଟ (ଫାଇନାନ୍ସ) ରେ ପିଜି ଡିଗ୍ରୀ / ଡିପ୍ଲୋମା (ଫୁଲ୍ ଟାଇମ୍) ସହିତ ଯେ କୌଣସି ସ୍ନାତକୋତ୍ତର ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ / ପ୍ରତିଷ୍ଠାନରୁ ସର୍ବନିମ୍ନ ୬୦% ମାର୍କ ରଖିଥିବା ଉଚିତ। ଏଥିସହ ଯୋଗ୍ୟ ପ୍ରାର୍ଥୀଙ୍କ ଡାଟା ଅନାଲାଇଜ୍‌/ଫାଇନାନ୍ସ କ୍ଷେତ୍ରରେ ଅତିକମ୍‌ରେ ୨ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

Advertisment

ବୟସ ସୀମା- ୩୨ ବର୍ଷ

ମାସିକ ଦରମା- ୭୧,୦୪୦

କିଭଳି କରିବେ ଆବେଦନ?

ଇଚ୍ଛୁକ ପ୍ରାର୍ଥୀ ଭେଲ୍‌ର ୱେବସାଇଟ୍‌ www.bhel.com କୁ ଯାଇ ଦିଆଯାଇଥିବା ଅନ୍‌ଲାଇନ୍‌ ଅପ୍ଲାକେସନ୍‌କୁ ଫର୍ମକୁ ପୂରଣ କରି ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୧୫ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe