Advertisment

ବିଏସ୍‌ଏଫ୍‌ର ୩୧୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ମାସିକ ଦରମା ୧ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ : ବିଏସ୍‌ଏଫ୍‌ ବା ବର୍ଡର୍‌ ସିକ୍ୟୁରିଟି ଫୋର୍ସରେ ଖାଲି ପଡ଼ିଥିବା ୩୧୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୧୫ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି। ମୋଟ ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ : ୩୧୭ ଏସ୍‌ଆଇ ମାଷ୍ଟର : ୫ ଏସ୍‌ଆଇ ଇଞ୍ଜିନ୍‌ ଡ୍ରାଇଭର୍‌ : ୯ ଏସ୍‌ଆଇ ୱାର୍କ ସପ୍ : ୩ ଏଚ୍‌ସି […]

author-image
Puspanjali Panda
ବିଏସ୍‌ଏଫ୍‌ର ୩୧୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ମାସିକ ଦରମା ୧ ଲକ୍ଷରୁ ଅଧିକ

bsf

ନୂଆଦିଲ୍ଲୀ : ବିଏସ୍‌ଏଫ୍‌ ବା ବର୍ଡର୍‌ ସିକ୍ୟୁରିଟି ଫୋର୍ସରେ ଖାଲି ପଡ଼ିଥିବା ୩୧୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ୧୫ ମାର୍ଚ୍ଚ ଆବେଦନର ଶେଷ ତାରିଖ ରହିଛି।

Advertisment

ମୋଟ ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ : ୩୧୭

ଏସ୍‌ଆଇ ମାଷ୍ଟର : ୫

ଏସ୍‌ଆଇ ଇଞ୍ଜିନ୍‌ ଡ୍ରାଇଭର୍‌ : ୯

ଏସ୍‌ଆଇ ୱାର୍କ ସପ୍ : ୩

ଏଚ୍‌ସି ମାଷ୍ଟର୍‌ : ୫୬

ଏଚ୍‌ସି ଇଞ୍ଜିନ୍‌ ଡ୍ରାଇଭର୍‌ : ୬୮

ମେକାନିକ୍‌ : ୭

ଇଲେକ୍ଟ୍ରିସିଆନ୍‌ : ୨

ଏସି ଟେକ୍ନିସିଆନ୍ : ୨

ଇଲେକ୍ଟ୍ରୋନିକ୍‌ : ୧

ମେସିନିଷ୍ଟ : ୧

କାର୍‌ପେଣ୍ଟର : ୧

ପ୍ଲମ୍ୱର୍‌ : ୨

ସିଟି କ୍ରୁ : ୧୬୦

ବୟସସୀମା

ସର୍ବନିମ୍ନ ବୟସ ୨୦ ବର୍ଷ

ସର୍ବାଧିକ ବୟସ ୨୮ ବର୍ଷ

ଏସ୍‌ଆଇ ମାଷ୍ଟର, ଇଞ୍ଜିନ୍‌ ଡ୍ରାଇଭର୍‌ ଓ ୱାର୍କ ଶପ୍ ପଦରେ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ଦରମା ୩୫,୪୦୦ ରୁ ୧,୧୨,୪୦୦ ମିଳିବ। ସେହିପରି ଅନ୍ୟସବୁ ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କୁ ମାସିକ ଦରମା ୨୧,୭୦୦ରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ।

ବିଏସ୍‌ଏଫ୍‌ରେ ଭର୍ତ୍ତି ପାଇଁ ଇଚ୍ଛୁକ ଆବେଦନକାରୀ www.bsf.nic.in କିମ୍ୱା www.bsf.gov.in ଅଫିସିଆଲ୍ ୱେବସାଇଟ୍‌କୁ ଭିଜିଟ୍‌ କରନ୍ତୁ।

Advertisment