ଏଣିକି ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଦେବେ ଶିକ୍ଷାର୍ଥୀ, ସିବିଏସ୍ଇ ଘୋଷଣା କଲା ନୂଆ ନିୟମ

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ବୋର୍ଡ ପରୀକ୍ଷାକୁ ନେଇ ଗତ ୨ ବର୍ଷ ହେଲା ଜାରି ରହିଥିବା ଅନିଶ୍ଚିତତା ମଧ୍ୟରେ ବଡ଼ ଘୋଷଣା କରିଛି ସିବିଏସ୍‌ଇ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ୨୦୨୨ ଶିକ୍ଷାବର୍ଷ ପାଇଁ ବୋର୍ଡ ପରୀକ୍ଷା ନିୟମରେ ସିବିଏସ୍‌ଇ ପକ୍ଷରୁ ପରିବର୍ତ୍ତନ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦୁଇଟି ବୋର୍ଡ ପରୀକ୍ଷା ଦେବେ। ଏହା ଟର୍ମ-୧ ଓ ଟର୍ମ-୨ ବୋର୍ଡ ପରୀକ୍ଷା ଭାବେ ନାମିତ ହେବ। ମୋଟ ସିଲାବସ୍‌ର ୫୦% ଲେଖାଏ ପାଠକୁ ନେଇ […]

CBSE

CBSE

Hemant Lenka
  • Published: Monday, 05 July 2021
  • Updated: 05 July 2021, 08:34 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ବୋର୍ଡ ପରୀକ୍ଷାକୁ ନେଇ ଗତ ୨ ବର୍ଷ ହେଲା ଜାରି ରହିଥିବା ଅନିଶ୍ଚିତତା ମଧ୍ୟରେ ବଡ଼ ଘୋଷଣା କରିଛି ସିବିଏସ୍‌ଇ। ମହାମାରୀ କରୋନାକୁ ଦୃଷ୍ଟିରେ ରଖି ୨୦୨୨ ଶିକ୍ଷାବର୍ଷ ପାଇଁ ବୋର୍ଡ ପରୀକ୍ଷା ନିୟମରେ ସିବିଏସ୍‌ଇ ପକ୍ଷରୁ ପରିବର୍ତ୍ତନ କରାଯାଇଛି।

୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନେ ଦୁଇଟି ବୋର୍ଡ ପରୀକ୍ଷା ଦେବେ। ଏହା ଟର୍ମ-୧ ଓ ଟର୍ମ-୨ ବୋର୍ଡ ପରୀକ୍ଷା ଭାବେ ନାମିତ ହେବ। ମୋଟ ସିଲାବସ୍‌ର ୫୦% ଲେଖାଏ ପାଠକୁ ନେଇ ଦୁଇଟି ପରୀକ୍ଷା ହେବ। ଦୁଇଟି ଯାକ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ କରାଯିବ। ଉଭୟ ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ନିୟମ ଲାଗୁ ହେବ।

ସୂଚନା ଅନୁସାରେ, ଏହି ଟର୍ମ ପରୀକ୍ଷା ଗୁଡ଼ିକର ସମୟ ସୀମା ୯୦ ମିନିଟ୍‌ର ରହିବ। ସିବିଏସ୍‌ଇ ପ୍ରଶପତ୍ନ ସହ ମାର୍କଂ ପଦ୍ଧତି ସ୍କୁଲଗୁଡ଼ିକୁ ପଠାଇବ। ପରୀକ୍ଷା ଏକ୍ସଟରନାଲ ସୁପରିନଟେଣ୍ଡଣ୍ଟ ଓ ସିବିଏସ୍‌ଇ ଦ୍ୱାରା ନିୟୁକ୍ତ ନୀରକ୍ଷକଙ୍କ ତତ୍ତ୍ୱାବଧାନରେ ସମ୍ପାଦନ ହେବ।

ଟର୍ମ-୧ ପରୀକ୍ଷା ନଭେମ୍ବର-ଡିସେମ୍ବରରେ ଓ ଟର୍ମ-୨ ପରୀକ୍ଷା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବ। ପ୍ରତି ୫୦% ସିଲାବସ୍‌ ଶେଷ ହେବା ପରେ ଟର୍ମ ପରୀକ୍ଷା ହେବ। ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି କରାଯାଇଥିବା ସଂକ୍ଷିପ୍ତ ସିଲାବସ୍‌ ଅନୁସାରେ ପାଠପଢ଼ା ହେବ। ସେହି ଅନୁସାରେ ଦୁଇଟି ଯାକ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story