ଯୁକ୍ତ ୨ ବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ରବିବାର ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ହେବାକୁ ଥିବା ସିବିଏସଇ ଓ ବିଭିନ୍ନ ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରହିଛି। ସେହିପରି ଯୁକ୍ତ ଦୁଇ ପରେ ପଢ଼ିବା ପାଇଁ ହେବାକୁ ଥିବା ପ୍ରଫେସନାଲ କୋର୍ସର ଆଡମିଶନ ପାଇଁ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଛି। ତେଣୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାରେ ଏକ ପ୍ରକାର ବିଳମ୍ୱ ହୋଇଛି। ଅନ୍ୟପଟେ କରୋନା ସଂକ୍ରମଣ କେବେ କମିବ କୌଣସି ଆକଳନ କରି ହେଉନାହିଁ। ତେଣୁ ବିଦ୍ୟାର୍ଥୀ […]

cbse-exam

cbse-exam

Subhransu Sekhar
  • Published: Saturday, 22 May 2021
  • Updated: 22 May 2021, 04:37 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଚଳିତ ବର୍ଷ ହେବାକୁ ଥିବା ସିବିଏସଇ ଓ ବିଭିନ୍ନ ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷା ସ୍ଥଗିତ ରହିଛି। ସେହିପରି ଯୁକ୍ତ ଦୁଇ ପରେ ପଢ଼ିବା ପାଇଁ ହେବାକୁ ଥିବା ପ୍ରଫେସନାଲ କୋର୍ସର ଆଡମିଶନ ପାଇଁ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଛି। ତେଣୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାରେ ଏକ ପ୍ରକାର ବିଳମ୍ୱ ହୋଇଛି। ଅନ୍ୟପଟେ କରୋନା ସଂକ୍ରମଣ କେବେ କମିବ କୌଣସି ଆକଳନ କରି ହେଉନାହିଁ। ତେଣୁ ବିଦ୍ୟାର୍ଥୀ ଓ ଅଭିଭାବକଙ୍କ ମଧ୍ୟରେ ଏକ ପ୍ରକାର ଅନିଶ୍ଚିତତା ରହିଛି।

ଏହାକୁ ନେଇ ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପରୀକ୍ଷା ବୋର୍ଡର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକ ହେବ। ଶନିବାର ଏ ନେଇ ସୂଚନା ଦେଇଛି ଶିକ୍ଷା ବିଭାଗ। ଏହି ବୈଠକରେ ଯେଉଁସବୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ରହିଛି ସେ ବାବଦରେ ବିସ୍ତୁତ ଭାବରେ ଆଲୋଚନା ହେବ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ 'ନିଶଙ୍କ', କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, କରୋନା ମହାମାରୀକୁ ଆଖି ଆଗରେ ରଖି ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ, ସିବିଏସ୍ଇ ଏବଂ ଆଇସିଏସ୍ଇ ଯୁକ୍ତ ୨ ପରୀକ୍ଷା ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ହେଲେ ବୋର୍ଡ ପରୀକ୍ଷାକୁ ବାତିଲ୍ କରିଛନ୍ତି। ଯେହେତୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ଯୁକ୍ତ ୨ ରେଜଲ୍ଟକୁ ନେଇ ହେବ ତେଣୁ ଏହିସବୁ ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ତେଣୁ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅନିଶ୍ଚିତତା ରହିଛି। ତେଣୁ ଏବେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରର ଇନପୁଟ ଉପରେ ଆଧାର କରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାବଦରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି।

ବୈଠକ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଶଙ୍କ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାରକୁ ଚିଠି ଲେଖି କହିଛନ୍ତି ଯେ ବିଦ୍ୟାର୍ଥୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ବିକଳ୍ପ ଆଲୋଚନା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story