Advertisment

ଡିଏସ୍‌ଏସ୍‌ଏସ୍‌ବି ୫୩୬ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ

ନୂଆଦିଲ୍ଲୀ : ଡିଏସ୍‌ଏସ୍‌ଏସ୍‌ବି ବା ଦିଲ୍ଲୀ ସବର୍ଡିନେଟ୍‌ ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ ପକ୍ଷରୁ ଗ୍ରୁପ୍‌ ବି ଓ ସି ପଦବୀ ଯେପରିକି ଜୁନିଅର୍‌ କ୍ଲର୍କ, ଲାବରେଟୋରୀ ଆସିସ୍‌ଷ୍ଟାଣ୍ଟ୍‌, ଷ୍ଟୋରକିପର୍‌ ଓ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୬, ୨୦୨୦ ପୂର୍ବରୁ ଇଚ୍ଛୁକ ଆବେଦନକାରୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ପଦବୀ ଓ ଏହାର ସଂଖ୍ୟା ମୋଟ ପଦବୀ : ୫୩୬ ଜୁନିଅର କ୍ଲର୍କ -୨୫୪ ଷ୍ଟୋର କିପର୍‌- ୧ ଷ୍ଟେନୋଗ୍ରାଫର୍- ୪୪ […]

author-image
Puspanjali Panda
ଡିଏସ୍‌ଏସ୍‌ଏସ୍‌ବି ୫୩୬ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ

jobs-up

ନୂଆଦିଲ୍ଲୀ : ଡିଏସ୍‌ଏସ୍‌ଏସ୍‌ବି ବା ଦିଲ୍ଲୀ ସବର୍ଡିନେଟ୍‌ ସର୍ଭିସ୍‌ ସିଲେକ୍ସନ୍‌ ବୋର୍ଡ ପକ୍ଷରୁ ଗ୍ରୁପ୍‌ ବି ଓ ସି ପଦବୀ ଯେପରିକି ଜୁନିଅର୍‌ କ୍ଲର୍କ, ଲାବରେଟୋରୀ ଆସିସ୍‌ଷ୍ଟାଣ୍ଟ୍‌, ଷ୍ଟୋରକିପର୍‌ ଓ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୬, ୨୦୨୦ ପୂର୍ବରୁ ଇଚ୍ଛୁକ ଆବେଦନକାରୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ।

Advertisment

ପଦବୀ ଓ ଏହାର ସଂଖ୍ୟା

ମୋଟ ପଦବୀ : ୫୩୬

ଜୁନିଅର କ୍ଲର୍କ -୨୫୪

ଷ୍ଟୋର କିପର୍‌- ୧

ଷ୍ଟେନୋଗ୍ରାଫର୍- ୪୪

ଲାବରେଟୋରୀ ଆସିସ୍‌ଷ୍ଟାଣ୍ଟ୍‌ -୧୦

ଇନ୍‌ଭେଷ୍ଟିଗେଟର୍‌- ୧୫

ଡ୍ରାଫ୍ଟସ୍‌ମ୍ୟାନ୍‌- ୨

ସେକ୍ସନ୍‌ ଅଫିସର୍‌- ୯

ଆସିସ୍‌ଷ୍ଟାଣ୍ଟ୍ ଇଞ୍ଜିନିୟର୍- ୪୬

ଭେଟେରିନାରୀ ଓ ଲାଇଭ୍‌ଷ୍ଟୋକ୍‌ ଇନ୍‌ସ୍ପେକ୍ଟର- ୭୮

ଜୁନିଅର୍‌ ଟେଲିଫୋନ୍‌ ଅପରେଟର୍‌- ୧୦

ହିନ୍ଦୀ ଟ୍ରାନ୍ସଲେଟର୍‌-୨

ଶିକ୍ଷାଗତ ଯୋଗ୍ୟତା

ଏଥିରେ ଥିବା କିଛି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଓ କିଛି ପଦବୀ ପାଇଁ ଗ୍ରାଜୁଏସନ୍‌ ରହିଛି। ତେବେ ସମସ୍ତ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ରହିଛି। ଅଧିକ ସୂଚନା ପାଇବା ପାଇଁ ଆବେଦନକାରୀ ଡିଏସ୍‌ଏସ୍‌ଏସ୍‌ବିର ସାଇଟ୍‌ dsssbonline.nic.in ରେ ଥିବା ନୋଟିଫିକେସନ୍‌ ଦେଖନ୍ତୁ।

ଆବେଦନ ତାରିଖ: ୭ ଜାନୁଆରୀ ୨୦୨୦

ଆବେଦନର ଶେଷ ତାରିଖ : ୬ ଫେବୃଆରୀ ୨୦୨୦