ନୂଆଦିଲ୍ଲୀ: ସିବିଆଇ (ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ)ର ସବ୍-ଇନ୍ସପେକ୍ଟର ଓ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଜୁନ୍ ୪ ତାରିଖ ପୂର୍ବରୁ ଆବେଦନ କରିପାରିବେ। ତେବେ ଏହା ପୂର୍ବରୁ ଚାକିରି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିରଖନ୍ତୁ।
ପଦବୀ: ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟର
ଦରମା: ୯,୩୦୦ରୁ ୩୪,୮୦୦ ପର୍ଯ୍ୟନ୍ତ ରହିଛି।
ଯୋଗ୍ୟତା: ପ୍ରାର୍ଥୀ ମାନ୍ୟାତାପ୍ରାପ୍ତ କଲେଜରୁ ସ୍ନାତକ କରିଥିବା ଆବଶ୍ୟକ।
ବୟସ ସୀମା: ୨୦ ରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ପ୍ରାର୍ଥୀ ଆବେଦନ କରିପାରିବେ।
ଚୟନ ପ୍ରକ୍ରିୟା: ଡକ୍ୟୁମେଣ୍ଟ ଭେରିଫିକେସନ, ଫିଜିକାଲ ଟେଷ୍ଟ ଓ କମ୍ପ୍ୟୁଟର ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
ଆବେଦନ ଫି: ୧୦୦ ଟଙ୍କା ଫି’ ଦେବାକୁ ପଡ଼ିବ।
ଆବେଦନର ପ୍ରକ୍ରିୟା: ପ୍ରାର୍ଥୀ CBI ର ସରକାରୀ ୱେବ୍ସାଇଟ୍ cbi.gov.in କୁ ଯାଇ ଆବେଦନ କରିପାରିବେ।
ଆବେଦନର ଶେଷ ତାରିଖ: ୨୦୧୮ ଜୁନ୍ ୪ ତାରିଖ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
![Joining Letter Joining Letter](https://assets.odishareporter.in/uploadimage/library/16_9/16_9_3/IMAGE_1732724138.jpg)
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
![ବୁଢ଼ାଙ୍କୁ ମିଳିବ ନିଯୁକ୍ତି, ଟୋକା ଯିବେ ଦାଦନ ଖଟି ! | Odisha Reporter ବୁଢ଼ାଙ୍କୁ ମିଳିବ ନିଯୁକ୍ତି, ଟୋକା ଯିବେ ଦାଦନ ଖଟି ! | Odisha Reporter](https://assets.odishareporter.in/uploadimage/library/16_9/16_9_3/sddefault_1732699169.jpg)
Jobs
‘ସରକାରୀ ଚାକିରିଆଙ୍କ ଅବସର ସୀମା ୮୦ କରି ଦିଅନ୍ତୁ’
ପିଲାମାନେ ଅପେକ୍ଷା କରିଥିଲେ ନିଯୁକ୍ତି ବିଜ୍ଞପ୍ତିକୁ। ବିଜ୍ଞପ୍ତି ବାହାରିଲା। କିନ୍ତୁ ପିଲାମାନଙ୍କ ପାଇଁ ନୁହେଁ,ଅବସର କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ।
![SBI SBI](https://assets.odishareporter.in/uploadimage/library/16_9/16_9_3/SBI_1732453075.jpg)
Jobs
SBIରେ ପୂରଣ ହେବ ୧୬୯ ପଦବୀ, ଇଞ୍ଜିନିୟରିଂ ପିଲାଙ୍କ ପାଇଁ ରହିଛି ସୁଯୋଗ
ସ୍ପେଶାଲ କ୍ୟାଡର ଅଫିସର ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।