ୟୁଜିସିର ବିନା ଅନୁମତିରେ କ୍ୟାମ୍ପସ ଖୋଲିପାରିବେନି ବିଦେଶୀ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଏଣିକି ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିପାରିବେ ନାହିଁ। କ୍ୟାମ୍ପସ ପ୍ରତିଷ୍ଠା କରିବା ପୂର୍ବରୁ ସେମାନଙ୍କୁ ପ୍ରଥମେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିର ଅନୁମତି ନେବାକୁ ପଡ଼ିବ। ସେହିପରି ପ୍ରାଥମିକ ଭାବେ ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ କେବଳ ୧୦ ବର୍ଷ ପାଇଁ ଭାରତରେ କ୍ୟାମ୍ପସ କରିବାକୁ ଅନୁମତି ଦିଆଯିବ ବୋଲି ୟୁଜିସିର ଅଧ୍ୟକ୍ଷ ଏମ ଜଗଦୀଶ କୁମାର ସୂଚନା ଦେଇଛନ୍ତି। ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭାରତରେ ପ୍ରତିଷ୍ଠା କରିବାକୁ ଥିବା କ୍ୟାମ୍ପସରେ […]

UGC

UGC

Hemant Lenka
  • Published: Thursday, 05 January 2023
  • Updated: 05 January 2023, 03:53 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମନଇଚ୍ଛା ଭାରତରେ କ୍ୟାମ୍ପସ ପ୍ରତିଷ୍ଠା କରିପାରିବେ ନାହିଁ। କ୍ୟାମ୍ପସ ପ୍ରତିଷ୍ଠା କରିବା ପୂର୍ବରୁ ସେମାନଙ୍କୁ ପ୍ରଥମେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିର ଅନୁମତି ନେବାକୁ ପଡ଼ିବ। ସେହିପରି ପ୍ରାଥମିକ ଭାବେ ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ କେବଳ ୧୦ ବର୍ଷ ପାଇଁ ଭାରତରେ କ୍ୟାମ୍ପସ କରିବାକୁ ଅନୁମତି ଦିଆଯିବ ବୋଲି ୟୁଜିସିର ଅଧ୍ୟକ୍ଷ ଏମ ଜଗଦୀଶ କୁମାର ସୂଚନା ଦେଇଛନ୍ତି।

ବିଦେଶୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଭାରତରେ ପ୍ରତିଷ୍ଠା କରିବାକୁ ଥିବା କ୍ୟାମ୍ପସରେ କେବଳ ପୂର୍ଣ୍ଣକାଳୀନ କାର୍ଯ୍ୟକ୍ରମକୁ ଫିଜିକାଲ ମୋଡରେ ଦେଇପାରିବେ। ସେମାନଙ୍କୁ କୌଣସି ପ୍ରକାରର ଅନଲାଇନ କିମ୍ବା ଡିସଷ୍ଟାନ୍ସ ଶିକ୍ଷା ପ୍ରଦାନ ପାଇଁ ଅନୁମତି ମିଳିବ ନାହିଁ ବୋଲି ସେ କହିଛନ୍ତି।

କୁମାର ଆହୁରି କହିଛନ୍ତି ଯେ ନାମ ଲେଖାଇବା ପ୍ରକ୍ରିୟା ଓ ଫି’ ଆଦାୟ ନିଷ୍ପତ୍ତି ସମ୍ପର୍କରେ ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ମୁକ୍ତ ଭାବେ ନିଷ୍ପତ୍ତି ନେବାର ସୁଯୋଗ ପାଇବେ। ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ସେମାନଙ୍କ ମୁଖ୍ୟ କ୍ୟାମ୍ପସ ଭଳି ଭାରତୀୟ ପ୍ରତିଷ୍ଠାନରେ ମଧ୍ୟ ଉତ୍ତମ ଶିକ୍ଷାଦାନ କରିବେ ବୋଲି ପ୍ରଥମେ ନିଶ୍ଚିତ କରିବେ।

ସୀମା ପାର ଟଙ୍କା କାରବାର ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ଅଧୀନରେ ରହିବ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିବା ପରେ ଚଳିତ ମାସ ଶେଷ ଭାଗରେ ଜାରି କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story