Advertisment

ଖାଦ୍ୟ ସୁରକ୍ଷା ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗରେ ଚାକିରି କରିବା ପାଇଁ ଆଶା ରଖିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର।  ଖାଦ୍ୟ ସୁରକ୍ଷା ବିଭାଗରେ ଖାଲି ପଡିଥିବା ବିଭିନ୍ନ ପଦବୀ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଆଜି ହିଁ ଆବେଦନ କରିପାରିବେ। ପ୍ରାର୍ଥୀମାନେ FSSAI ବା ଫୁଡ୍‌ ସେପ୍ଟି ଆଣ୍ଡ ଷ୍ଟାଣ୍ଡାର୍ସ ଅଥରିଟି ଅଫ୍‌ ଇଣ୍ଡଆର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ମୋଟ ପଦବୀ-୩୮ ପ୍ରିନ୍ସିପାଲ୍ ମ୍ୟାନେଜର-୧ପଦ, ଯୁଗ୍ମ ନିର୍ଦ୍ଦେଶକ-୧୨ ସିନିୟର ମ୍ୟାନେଜର-୨, […]

ଅଦ୍ୟତନ ହୋଇଛି
ଖାଦ୍ୟ ସୁରକ୍ଷା ବିଭାଗରେ ଚାକିରି ପାଇଁ ବିଜ୍ଞପ୍ତି, ଆଜି ହିଁ କରନ୍ତୁ ଆବେଦନ

Fssai

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ବିଭାଗରେ ଚାକିରି କରିବା ପାଇଁ ଆଶା ରଖିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର।  ଖାଦ୍ୟ ସୁରକ୍ଷା ବିଭାଗରେ ଖାଲି ପଡିଥିବା ବିଭିନ୍ନ ପଦବୀ ଜାରି ହୋଇଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ ଆଜି ହିଁ ଆବେଦନ କରିପାରିବେ। ପ୍ରାର୍ଥୀମାନେ FSSAI ବା ଫୁଡ୍‌ ସେପ୍ଟି ଆଣ୍ଡ ଷ୍ଟାଣ୍ଡାର୍ସ ଅଥରିଟି ଅଫ୍‌ ଇଣ୍ଡଆର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ।

Advertisment

ମୋଟ ପଦବୀ-୩୮

ପ୍ରିନ୍ସିପାଲ୍ ମ୍ୟାନେଜର-୧ପଦ,

ଯୁଗ୍ମ ନିର୍ଦ୍ଦେଶକ-୧୨

ସିନିୟର ମ୍ୟାନେଜର-୨,

ଡେପୁଟି ଡାଇରେକ୍ଟର-୧୭,  

ମ୍ୟାନେଜର-୬

ଶିକ୍ଷାଗତ ଯୋଗ୍ୟତା:ଏହି ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ରହିଛି। ପ୍ରିନ୍ସିପାଲ ମ୍ୟାନେଜର, ସିନିଅର ମ୍ୟାନେଜର ଏବଂ ମ୍ୟାନେଜର ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଜର୍ଣ୍ଣାଲିଜିମ, ମାସ କମ୍ୟୁନିକେଶନ, ପବ୍ଲିକ ରିଲେସନ ବା ମାର୍କେଟିଂରେ ଡିଗ୍ରୀ ହାସଲ କରିଥିବା ଉଚିତ। ଯୁଗ୍ମ ନିର୍ଦ୍ଦେଶକ, ଡେପୁଟି ଡାଇରେକ୍ଟର ଓ ସିନିୟର ମ୍ୟାନେଜର(IT) ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଟେକ୍ନିକାଲରେ ଡିଗ୍ରୀ ହାସଲ କରିଥିବା ଉଚିତ।

କିଭଳି କରିବେ ଆବେଦନ: ଖାଦ୍ୟ ସୁରକ୍ଷା ବିଭାଗର ଅଫିସିଆଲ ୱେବସାଇଟ୍‌ https://www.fssai.gov.in ରେ ଲଗ୍‌ଇନ୍‌ କରି ସେଥିରେ ଦିଆଯାଇଥିବା ଆବେଦନ ଫର୍ମ ଲିଙ୍କକୁ କ୍ଲିକ କରିବା ପରେ ଫର୍ମ ପୂରଣ କରିବାର ପୂରା ପ୍ରକ୍ରିୟା ସେଠାରୁ ହିଁ ପାଇପାରିବେ। ଯଦି ଆବେଦନ ଫର୍ମରେ ତ୍ରୁଟି ଥାଏ ତେବେ ଏହା ରିଜେକ୍ଟ ହୋଇପାରେ ତେଣୁ ସାବଧାନର ସହ ଫର୍ମ ପୂରଣ କରନ୍ତୁ।

Advertisment

ଆବେଦନର ଶେଷ ତାରିଖ: ବିଜ୍ଞପ୍ତି ଅନୁଯାୟୀ, ଏହି ସବୁ ପଦବୀ ପାଇଁ ଏପ୍ରିଲ ୧୬ ତାରିଖରୁ ଆବେଦନ ଆରମ୍ଭ ହୋଇଛି। ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ମେ' ୧୫  ସ୍ଥିର କରାଯାଇଛି।

Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe