Advertisment

GAILରେ ଚାକିରି ସୁଯୋଗ, ଦରମା ଲକ୍ଷେ ଉପରେ

ନୂଆଦିଲ୍ଲୀ: ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ତଥା ‘ଗେଲ୍‌’ରେ ଚାକିରି ସୁଯୋଗ। ଏଠାରେ ଖାଲି ପଡିଥିବା ୨୮୨ଟି  ନନ୍‌ ଏଗ୍‌ଜିକ୍ୟୁଟିଭ୍‌ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଅନ୍‌ଲାଇନ୍‌ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୬ରୁ ଆରମ୍ଭ ହୋଇସାରିଛି। ମୋଟ ପଦବୀ- ୨୮୨ ଜୁନିଅର୍‌ ଇଂଜିନିଅର୍‌ (କେମିକାଲ)-୨ ଜୁନିଅର୍‌ ଇଂଜିନିଅର୍‌ (ମେକାନିକଲ)-୨ ଫର୍‌ମ୍ୟାନ୍‌ (ଇଲେକ୍‌ଟ୍ରିକାଲ)-୧ ଫର୍‌ମ୍ୟାନ୍‌ (ଇନ୍‌ଷ୍ଟ୍ରୁମେସନ)-୧୪ ଫର୍‌ମ୍ୟାନ୍‌ (ମେକାନିକଲ)-୧ ଫର୍‌ମ୍ୟାନ୍‌ (ସିଭିଲ୍‌)-୧ ଜୁନିଅର୍‌ ସୁପରିଟେଣ୍ଡେଣ୍ଟ (ଅଫିସିଆଲ୍‌ ଲାଙ୍ଗୁଏଜ୍‌)-୫ […]

GAILରେ ଚାକିରି ସୁଯୋଗ, ଦରମା ଲକ୍ଷେ ଉପରେ

Gale

Advertisment

ନୂଆଦିଲ୍ଲୀ: ଗ୍ୟାସ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ତଥା 'ଗେଲ୍‌'ରେ ଚାକିରି ସୁଯୋଗ। ଏଠାରେ ଖାଲି ପଡିଥିବା ୨୮୨ଟି  ନନ୍‌ ଏଗ୍‌ଜିକ୍ୟୁଟିଭ୍‌ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଅନ୍‌ଲାଇନ୍‌ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୬ରୁ ଆରମ୍ଭ ହୋଇସାରିଛି।

Advertisment

ମୋଟ ପଦବୀ- ୨୮୨

ଜୁନିଅର୍‌ ଇଂଜିନିଅର୍‌ (କେମିକାଲ)-୨

ଜୁନିଅର୍‌ ଇଂଜିନିଅର୍‌ (ମେକାନିକଲ)-୨

ଫର୍‌ମ୍ୟାନ୍‌ (ଇଲେକ୍‌ଟ୍ରିକାଲ)-୧

ଫର୍‌ମ୍ୟାନ୍‌ (ଇନ୍‌ଷ୍ଟ୍ରୁମେସନ)-୧୪

ଫର୍‌ମ୍ୟାନ୍‌ (ମେକାନିକଲ)-୧

ଫର୍‌ମ୍ୟାନ୍‌ (ସିଭିଲ୍‌)-୧

ଜୁନିଅର୍‌ ସୁପରିଟେଣ୍ଡେଣ୍ଟ (ଅଫିସିଆଲ୍‌ ଲାଙ୍ଗୁଏଜ୍‌)-୫

ଜୁନିଅର୍‌ ସୁପରିଟେଣ୍ଡେଣ୍ଟ (HR)-୨୦

ଜୁନିଅର କେମିଷ୍ଟ-୮

ଟେକ୍ନିକାଲ ଆସିଷ୍ଟାଣ୍ଟ(ଲାବୋରଟୋରୀ)-୩

ଅପରେଟର୍‌ (କେମିକାଲ)-୨୯

ଟେକ୍ନିସିଆନ୍‌ (ଇଲେକ୍ଟ୍ରିକାଲ)-୩୫

ଟେକ୍ନିସିଆନ୍‌ (ଇନ୍‌ଷ୍ଟ୍ରୁମେସନ୍‌)-୧୬

ଟେକ୍ନିସିଆନ୍‌ (ମେକାନିକଲ)-୩୮

ଟେକ୍ନିସିଆନ୍‌ (ଟେଲିକମ୍‌ ଓ ଟେଲିମେଟ୍ରି)-୧୪

ଅପରେଟର୍‌ (ଫାୟାର୍‌)-୨୩

ଆସିଷ୍ଟାଣ୍ଟ (ଷ୍ଟୋର୍‌)-୨୮

ଆକାଉଣ୍ଟ ଆସିଷ୍ଟାଣ୍ଟ-୨୪

ମାର୍କେଟିଂ ଆସିଷ୍ଟାଣ୍ଟ-୧୯

ଶିକ୍ଷାଗତ ଯୋଗ୍ୟତା: ଯୋଗ୍ୟ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ଦଶମ / ଦ୍ୱାଦଶ / ଆଇଟିଆଇ / ଡିପ୍ଲୋମା / ଡିଗ୍ରୀ / ପିଜି ଆଦି କରିଥିବା ଉଚିତ୍।

ବୟସ ସୀମା:୨୩ରୁ ୪୫ ବର୍ଷ।

ଦରମା

ଗ୍ରେଡ୍‌ S-7- ୩୫,୦୦୦- ୧,୩୮,୦୦୦/-

ଗ୍ରେଡ୍‌ S-5- ୨୯,୦୦୦- ୧,୨୦,୦୦୦/-

ଗ୍ରେଡ୍‌ S-3- ୨୪,୫୦୦- ୯୦,୦୦୦/-

ଆବେଦନ ଫି': ସାଧାରଣ, EWS ଏବଂ OBC (NCL) ବର୍ଗ ପାଇଁ ଆବେଦନ ଫି' ୫୦ ଟଙ୍କା ରହିଛି। SC / ST / PwBD ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି' ଛାଡ୍‌ କରାଯାଇଛି।

Advertisment

କିଭଳି ହେବ ଚୟନ?

ଲିଖିତ ପରୀକ୍ଷା ଆଧାରରେ ସମ୍ପୃକ୍ତ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ହେବ।

କିଭଳି କରିବେ ଆବେଦନ?
ପ୍ରଥମେ ଗେଲ୍‌ର ଅଫିସିଆଲ୍‌ ୱେବସାଇଟ୍‌ https://gailonline.com/CRApplyingGail.html କୁ କ୍ଲିକ୍‌ କରନ୍ତି। ଏଠାରେ ଦିଆଯାଇଥିବା କ୍ୟାରିଅନ୍‌ ସେକ୍‌ସନ୍‌କୁ ଯାଇ ଅନ୍‌ଲାଇନ୍‌ ଆବେଦନର ଲିଙ୍କରେ କ୍ଲିକ୍‌ କରନ୍ତୁ। ଏଠାରେ ମଗାଯାଇଥିବା ତଥ୍ୟକୁ ପୂରଣ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ୨୦୨୨ ସେପ୍ଟେମ୍ବର ୧୫ ତାରିଖ ରହିଛି।

ଅଧିକ ତଥ୍ୟ ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରନ୍ତୁ

Click HERE for official notification.

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe