ଗେଲ୍‌ ଇଣ୍ଡିଆର ୪୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଇଞ୍ଜିନିୟରିଂ

ନୂଆଦିଲ୍ଲୀ : ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୪୫ଟି ପଦ ପାଇଁ ଅନଲାଇନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ)ରେ ୧୫ଟି ପଦ ଓ ଏକଜିକ୍ୟୁଟିଭ୍‌ ଟ୍ରେନି(ଇନ୍‌ଷ୍ଟ୍ରୁମେଣ୍ଟେସନ୍‌)ରେ ୨୫ଟି ପଦ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୧୨ ମାର୍ଚ୍ଚ ରହିଛି। ମୋଟ ପଦବୀ ୪୫ ଯୋଗ୍ୟତା ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ) : ଏହି ପଦ ପାଇଁ ଆବେଦନକାରୀ ଇଞ୍ଜିନିୟରିଂରେ ବ୍ୟାଚଲର୍‌ ଡିଗ୍ରୀ କେମିକାଲ୍‌, ପେଟ୍ରୋ […]

gail

gail

Puspanjali Panda
  • Published: Monday, 02 March 2020
  • Updated: 02 March 2020, 11:32 AM IST

Sports

Latest News

ନୂଆଦିଲ୍ଲୀ : ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୪୫ଟି ପଦ ପାଇଁ ଅନଲାଇନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ)ରେ ୧୫ଟି ପଦ ଓ ଏକଜିକ୍ୟୁଟିଭ୍‌ ଟ୍ରେନି(ଇନ୍‌ଷ୍ଟ୍ରୁମେଣ୍ଟେସନ୍‌)ରେ ୨୫ଟି ପଦ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୧୨ ମାର୍ଚ୍ଚ ରହିଛି।

ମୋଟ ପଦବୀ

୪୫

ଯୋଗ୍ୟତା

ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ) : ଏହି ପଦ ପାଇଁ ଆବେଦନକାରୀ ଇଞ୍ଜିନିୟରିଂରେ ବ୍ୟାଚଲର୍‌ ଡିଗ୍ରୀ କେମିକାଲ୍‌, ପେଟ୍ରୋ କେମିକାଲ୍‌, କେମିକାଲ୍‌ ଟେକ୍ନୋଲୋଜି କିମ୍ୱା ପେଟ୍ରୋ କେମିକାଲ୍‌ ଟେକ୍ନୋଲୋଜିରେ ୬୫ ପ୍ରତିଶତ ମାର୍କ ରଖିଥିବେ।

ଏକଜିକ୍ୟୁଟିଭ୍‌ ଟ୍ରେନି(ଇନ୍‌ଷ୍ଟ୍ରୁମେଣ୍ଟେସନ୍‌) : ଏହି ପଦ ପାଇଁ ଇଞ୍ଜିନିୟରିଂରେ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌, ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ଆଣ୍ଡ କଣ୍ଟ୍ରୋଲ୍‌, ଇଲେକ୍ଟ୍ରୋନିକସ୍‌ ଆଣ୍ଡ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌, ଇଲେକ୍ଟ୍ରୋନିକସ୍‌, ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକସ୍‌ କରିଥିବା ଆବେଦନକାରୀ କ୍ୟାରିଅର୍‌ରେ ୬୫ ପ୍ରତିଶତ ମାର୍କ ରଖିଥିବେ।

ତେବେ ଏଥିପାଇଁ ଆବେଦନକାରୀଙ୍କୁ ଗେଟ୍‌ ପରୀକ୍ଷା ୨୦୨୦ ପାଇଁ ପଞ୍ଜୀକରଣ କରି ପାସ୍‌ କରିବାକୁ ମଧ୍ୟ ପଡ଼ିବ। ଆବେଦନକାରୀଙ୍କର ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବ।

ଅଧିକ ସୂଚନା ପାଇବା ପାଇଁ ଗେଲ୍‌ ଇଣ୍ଡିଆର ଅଫିସିଆଲ୍‌ ୱେବସାଇଟ୍‌ www.gailonline.com କୁ ଭିଜିଟ୍ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story