Advertisment

ଗେଲ୍‌ ଇଣ୍ଡିଆର ୪୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଇଞ୍ଜିନିୟରିଂ

ନୂଆଦିଲ୍ଲୀ : ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୪୫ଟି ପଦ ପାଇଁ ଅନଲାଇନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ)ରେ ୧୫ଟି ପଦ ଓ ଏକଜିକ୍ୟୁଟିଭ୍‌ ଟ୍ରେନି(ଇନ୍‌ଷ୍ଟ୍ରୁମେଣ୍ଟେସନ୍‌)ରେ ୨୫ଟି ପଦ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୧୨ ମାର୍ଚ୍ଚ ରହିଛି। ମୋଟ ପଦବୀ ୪୫ ଯୋଗ୍ୟତା ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ) : ଏହି ପଦ ପାଇଁ ଆବେଦନକାରୀ ଇଞ୍ଜିନିୟରିଂରେ ବ୍ୟାଚଲର୍‌ ଡିଗ୍ରୀ କେମିକାଲ୍‌, ପେଟ୍ରୋ […]

ଗେଲ୍‌ ଇଣ୍ଡିଆର ୪୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଇଞ୍ଜିନିୟରିଂ

gail

Advertisment

ନୂଆଦିଲ୍ଲୀ : ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଖାଲି ପଡ଼ିଥିବା ୪୫ଟି ପଦ ପାଇଁ ଅନଲାଇନ୍‌ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ)ରେ ୧୫ଟି ପଦ ଓ ଏକଜିକ୍ୟୁଟିଭ୍‌ ଟ୍ରେନି(ଇନ୍‌ଷ୍ଟ୍ରୁମେଣ୍ଟେସନ୍‌)ରେ ୨୫ଟି ପଦ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ୧୨ ମାର୍ଚ୍ଚ ରହିଛି।

Advertisment

ମୋଟ ପଦବୀ

୪୫

ଯୋଗ୍ୟତା

ଏକଜିକ୍ୟୁଟିଭ୍‌ ଟ୍ରେନି (କେମିକାଲ) : ଏହି ପଦ ପାଇଁ ଆବେଦନକାରୀ ଇଞ୍ଜିନିୟରିଂରେ ବ୍ୟାଚଲର୍‌ ଡିଗ୍ରୀ କେମିକାଲ୍‌, ପେଟ୍ରୋ କେମିକାଲ୍‌, କେମିକାଲ୍‌ ଟେକ୍ନୋଲୋଜି କିମ୍ୱା ପେଟ୍ରୋ କେମିକାଲ୍‌ ଟେକ୍ନୋଲୋଜିରେ ୬୫ ପ୍ରତିଶତ ମାର୍କ ରଖିଥିବେ।

ଏକଜିକ୍ୟୁଟିଭ୍‌ ଟ୍ରେନି(ଇନ୍‌ଷ୍ଟ୍ରୁମେଣ୍ଟେସନ୍‌) : ଏହି ପଦ ପାଇଁ ଇଞ୍ଜିନିୟରିଂରେ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌, ଇନ୍‌ଷ୍ଟ୍ରୁମେଣ୍ଟେସନ୍‌ ଆଣ୍ଡ କଣ୍ଟ୍ରୋଲ୍‌, ଇଲେକ୍ଟ୍ରୋନିକସ୍‌ ଆଣ୍ଡ ଇନ୍‌ଷ୍ଟ୍ରୁମେଣ୍ଟେସନ୍‌, ଇଲେକ୍ଟ୍ରୋନିକସ୍‌, ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକସ୍‌ କରିଥିବା ଆବେଦନକାରୀ କ୍ୟାରିଅର୍‌ରେ ୬୫ ପ୍ରତିଶତ ମାର୍କ ରଖିଥିବେ।

Advertisment

ତେବେ ଏଥିପାଇଁ ଆବେଦନକାରୀଙ୍କୁ ଗେଟ୍‌ ପରୀକ୍ଷା ୨୦୨୦ ପାଇଁ ପଞ୍ଜୀକରଣ କରି ପାସ୍‌ କରିବାକୁ ମଧ୍ୟ ପଡ଼ିବ। ଆବେଦନକାରୀଙ୍କର ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବ।

ଅଧିକ ସୂଚନା ପାଇବା ପାଇଁ ଗେଲ୍‌ ଇଣ୍ଡିଆର ଅଫିସିଆଲ୍‌ ୱେବସାଇଟ୍‌ www.gailonline.com କୁ ଭିଜିଟ୍ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe