Advertisment

ଜୁଲାଇ ୩୧ ସୁଦ୍ଧା UG/PG ଫାଇନାଲ ସେମିଷ୍ଟର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଜୁଲାଇ ୩୧ ସୁଦ୍ଧା UG/PG ଫାଇନାଲ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଯୁକ୍ତ ତିନି କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି। ଉଚ୍ଚ ଶିକ୍ଷା ସଚିବ ତାଙ୍କ ଚିଠିରେ ଜୁଲାଇ ୩୧ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଏହା ସହିତ […]

ଜୁଲାଇ ୩୧ ସୁଦ୍ଧା UG/PG ଫାଇନାଲ ସେମିଷ୍ଟର ସାରିବାକୁ ନିର୍ଦ୍ଦେଶ

Students

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଜୁଲାଇ ୩୧ ସୁଦ୍ଧା UG/PG ଫାଇନାଲ ସେମିଷ୍ଟର ପରୀକ୍ଷା ଶେଷ କରିବାକୁ ଆଜି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଯୁକ୍ତ ତିନି କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ସଚିବ ଚିଠି ଲେଖିଛନ୍ତି।

Advertisment

ଉଚ୍ଚ ଶିକ୍ଷା ସଚିବ ତାଙ୍କ ଚିଠିରେ ଜୁଲାଇ ୩୧ ତାରିଖ ସୁଦ୍ଧା ପରୀକ୍ଷା ଶେଷ କରି ଅଗଷ୍ଟ ୧୫ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଏହା ସହିତ ଆବଶ୍ୟକ ହେଲେ ଠିକ୍ ସମୟରେ ପାଠ୍ୟକ୍ରମ ଶେଷ କରିବା ପାଇଁ ଅତିରିକ୍ତ କ୍ଲାସ୍ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ବର୍ଷ ଠାରୁ ଜୁନ୍ ସୁଦ୍ଧା ଫାଇନାଲ୍ ସେମିଷ୍ଟର ସାରିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨-୨୩ ଶିକ୍ଷା ବର୍ଷର ପିଲାଙ୍କ ଅନ୍ୟ ସେମିଷ୍ଟର ଗୁଡ଼ିକୁ ଉପଯୁକ୍ତ ସମୟରେ ସାରିବାକୁ ଏଥିରେ ଉଲ୍ଲେଖ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe