Advertisment

ରେଳବାଇର ‘ଗ୍ରୁପ୍‌ ସି’ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଗ୍ରୁପ୍‌ ସି ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌ ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ରେଲୱେର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ପଦବୀ ଓ ଖାଲିଥିବା ସ୍ଥାନ ମୋଟ ପଦବୀ ସଂଖ୍ୟା-୨୧ ଗ୍ରୁପ୍‌ ସି ୪/୫ ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌ ଶିକ୍ଷାଗତ ଯୋଗ୍ୟତା ଏହି ପଦବୀ ପାଇଁ ଆବେଦନ କରିବା ପାଇଁ […]

author-image
Puspanjali Panda
ଅଦ୍ୟତନ ହୋଇଛି
ରେଳବାଇର ‘ଗ୍ରୁପ୍‌ ସି’ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Railway-Recruitment-2019

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି। ଗ୍ରୁପ୍‌ ସି ୪/୫, ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌ ପୋଷ୍ଟ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ଆବେଦନକାରୀ ରେଲୱେର ଅଫିସିଆଲ୍‌ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

Advertisment

ପଦବୀ ଓ ଖାଲିଥିବା ସ୍ଥାନ
ମୋଟ ପଦବୀ ସଂଖ୍ୟା-୨୧
ଗ୍ରୁପ୍‌ ସି ୪/୫
ଗ୍ରୁପ୍‌ ସି ଲେଭେଲ୍‌ ୨ ଟେକନିସିଆନ୍‌

ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ହେଲେ ଆବେଦନକାରୀ ଦଶମ ଶ୍ରେଣୀ ପାସ୍ କରିବା ସହିତ ତାଙ୍କର ଆଇଟିଆଇ ଓ ଗ୍ରାଜୁଏସନ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଏହା ବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକୀୟ ସାର୍ଟିଫିକେଟ୍‌ ବିଷୟରେ ରେଲ୍‌ୱେର ଅଫିସିଆଲ୍‌ ସାଇଟ୍‌ରେ ସୂଚନା ଦିଆଯାଇଛି।

Advertisment

ବୟସସୀମା
ସର୍ବନିମ୍ନ ବୟସସୀମା ୧୮ ବର୍ଷ
ଗ୍ରୁପ୍‌ ସି ପଦବୀ ପାଇଁ ଏହି ବୟସସୀମା ୨୫ ରଖାଯାଇଛି।
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଆବେଦନକାରୀଙ୍କ ପାଇଁ ସରକାରୀ ନିୟମ ଅନୁସାରେ ବୟସସୀମାକୁ କୋହଳ କରାଯାଇଛି। ଏହି ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ରେଲୱେର ଅଫିସିଆଲ୍‌ ୱେବସାଇଟ୍‌ www. rrcer.com କୁ ଯା’ନ୍ତୁ।