Advertisment

IIT ଭୁବନେଶ୍ୱରରେ ଚାକିରି ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଆଇଟି ଭୁବନେଶ୍ୱରରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲିପଡିଥିବା ଟେକ୍ନିକାଲ ଅଫିସର ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ଚୁକ୍ତିଭିତ୍ତିକ ଅନୁଯାୟୀ ଏହି ପଦବୀରେ ଚାକିରି ମିଳିବ। ଅନ୍‌ଲାଇନ୍ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ମୋଟ ପଦବୀ ଟେକ୍ନିକାଲ ଅଫିସର-୧ VARCoE ପ୍ରକଳ୍ପ ଚୁକ୍ତିନାମା ଉପରେ ନିଯୁକ୍ତି ମିଳିବ। ଶିକ୍ଷାଗତ ଯୋଗ୍ୟତା- B.Tech./M.Tech/Ph.D CSE / ECE / ମେକାନିକାଲ୍ […]

ଅଦ୍ୟତନ ହୋଇଛି
IIT ଭୁବନେଶ୍ୱରରେ ଚାକିରି ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

IIT Bhubaneswar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଆଇଟି ଭୁବନେଶ୍ୱରରେ ଚାକିରି କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଖାଲିପଡିଥିବା ଟେକ୍ନିକାଲ ଅଫିସର ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟ ପ୍ରାର୍ଥୀଙ୍କୁ ଚୁକ୍ତିଭିତ୍ତିକ ଅନୁଯାୟୀ ଏହି ପଦବୀରେ ଚାକିରି ମିଳିବ। ଅନ୍‌ଲାଇନ୍ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ।

Advertisment

ମୋଟ ପଦବୀ
ଟେକ୍ନିକାଲ ଅଫିସର-୧

VARCoE ପ୍ରକଳ୍ପ ଚୁକ୍ତିନାମା ଉପରେ ନିଯୁକ୍ତି ମିଳିବ।

ଶିକ୍ଷାଗତ ଯୋଗ୍ୟତା-B.Tech./M.Tech/Ph.D CSE / ECE / ମେକାନିକାଲ୍ ଇଞ୍ଜିନିୟରିଂରେ ୨ ବର୍ଷର ଅଭିଜ୍ଞତା ସହିତ ୟୁନିଟି / ଅନ୍‌ରିଆଲ୍ ଇଞ୍ଜିନ୍, ଭ୍ୟୁଫୋରିଆ, ଆର୍କିଟ୍, ଉଇକିଟ୍ୟୁଡ୍, ଆର୍କୋର, ମ୍ୟାକ୍ସ ଡିଜାଇନ୍, ଇତ୍ୟାଦି ରେ ଦକ୍ଷତା ଥିବା ଆବଶ୍ୟକ।

ଚୁକ୍ତିନାମା ଅବଧି- ୩ ବର୍ଷ ।

ବୟସ ସୀମା- ୪୫ ବର୍ଷ ।

ମାସିକ ଦରମା- ୫୦,୦୦୦/-

କିଭଳି ହେବ ନିଯୁକ୍ତି?
ଲିଖିତ ପରୀକ୍ଷା ଓ ସ୍କିଲ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ। ସର୍ଟ ଲିଷ୍ଟେଡ୍ ପ୍ରାର୍ଥୀ ନିଜ ଅରିଜନାଲ ଶିକ୍ଷଗତ ସାର୍ଟିଫିକେଟ୍ ଓ ଦକ୍ଷତା ସାର୍ଟିଫିକେଟ୍ ସବ୍‌ମିଟ୍ କରିବେ।

Advertisment

ଆଜିଠୁ ହିଁ ଇଚ୍ଛୁକ ପ୍ରାର୍ଥୀ ଅନ୍‌ଲାଇନ୍ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜାନୁଆରୀ ୨୮, ୨୦୨୩ ରହିଛି।

ଅଧିକ ତଥ୍ୟ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ।

visit the official IIT Bhubaneswar website or click HERE

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe