Advertisment

ଭାରତୀୟ ଡାକର ୨୦୨୧ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ ପାସ୍‌

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗଳାରେ ଗ୍ରାମୀଣ ଡାକ ସେବକ ପଦରେ ଖାଲି ପଡ଼ିଥିବା ୨୦୨୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୮ ମାର୍ଚ୍ଚ ରହିଛି। ପଦର ନାମ ଓ ଏହାର ସଂଖ୍ୟା ମୋଟ ପଦବୀ ୨୦୨୧ଟି ରହିଛି। ଏଥିରେ ବ୍ରାଞ୍ଚ୍‌ ପୋଷ୍ଟ ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ୍‌ ପୋଷ୍ଟ ମାଷ୍ଟର ଓ ଡାକ ସେବକ ପରି […]

ଭାରତୀୟ ଡାକର ୨୦୨୧ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ, ଯୋଗ୍ୟତା ଦଶମ ପାସ୍‌

daka

Advertisment

ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗଳାରେ ଗ୍ରାମୀଣ ଡାକ ସେବକ ପଦରେ ଖାଲି ପଡ଼ିଥିବା ୨୦୨୧ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସବୁ ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୧୮ ମାର୍ଚ୍ଚ ରହିଛି।

Advertisment

ପଦର ନାମ ଓ ଏହାର ସଂଖ୍ୟା

ମୋଟ ପଦବୀ ୨୦୨୧ଟି ରହିଛି। ଏଥିରେ ବ୍ରାଞ୍ଚ୍‌ ପୋଷ୍ଟ ମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ୍‌ ପୋଷ୍ଟ ମାଷ୍ଟର ଓ ଡାକ ସେବକ ପରି ପଦବୀ ରହିଛି।

ଯୋଗ୍ୟତା

ଏହିସବୁ ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀ ଦଶମ ଶ୍ରେଣୀ ପାସ୍‌ କରିବା ସହିତ ସ୍ଥାନୀୟ ଭାଷା ଉପରେ ତାଙ୍କର ଦକ୍ଷତା ରହିଥିବା ଆବଶ୍ୟକ। ଦଶମ ଶ୍ରେଣୀ ପରୀକ୍ଷାରେ ଆଣିଥିବା ମାର୍କ ଆଧାରରେ ହିଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ।

Advertisment

ବୟସସୀମା

ସର୍ବନିମ୍ନ ବୟସ ୧୮ ବର୍ଷ

ସର୍ବାଧିକ ବୟସ ୪୦ ବର୍ଷ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଏହି ବୟସସୀମାକୁ ୫ ବର୍ଷ ଓ ଅନ୍ୟାନ୍ୟ ବର୍ଗଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛି।

ଅଧିକ ସୂଚନା ପାଇବା ପାଇଁ ଭାରତୀୟ ଡାକର www.appost.in ଅଫିସିଆଲ୍‌ ସାଇଟ୍‌କୁ ଯାଉ ଭିଜିଟ୍‌ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe