ଇଣ୍ଡିଆନ୍‌ ବ୍ୟାଙ୍କର ୧୩୮ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ୧୩୮ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ପଦବୀ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌, ମ୍ୟାନେଜର୍‌ ଓ ସିନିୟର୍‌ ମ୍ୟାନେଜର୍‌ ପରି ପଦବୀ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରନ୍ତୁ। ୧୦ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି। ଯୋଗ୍ୟତା ଏହିସବୁ ପଦବୀ ପାଇଁ ଆବେଦନ କରିବା ପାଇଁ ଗ୍ରାଜୁଏଟ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଇଚ୍ଛୁକ ଆବେଦନକାରୀ […]

indddd

indddd

Puspanjali Panda
  • Published: Friday, 24 January 2020
  • Updated: 24 January 2020, 01:49 PM IST

Sports

Latest News

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ବ୍ୟାଙ୍କ ପକ୍ଷରୁ ୧୩୮ଟି ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ସବୁ ପଦବୀ ମଧ୍ୟରେ ଆସିଷ୍ଟାଣ୍ଟ ମ୍ୟାନେଜର୍‌, ମ୍ୟାନେଜର୍‌ ଓ ସିନିୟର୍‌ ମ୍ୟାନେଜର୍‌ ପରି ପଦବୀ ରହିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଚ୍ଛୁକ ଆବେଦନକାରୀ ଏଥିପାଇଁ ଆବେଦନ କରନ୍ତୁ। ୧୦ ଫେବୃଆରୀ ଆବେଦନର ଶେଷ ତାରିଖ ରହିଛି।

ଯୋଗ୍ୟତା

ଏହିସବୁ ପଦବୀ ପାଇଁ ଆବେଦନ କରିବା ପାଇଁ ଗ୍ରାଜୁଏଟ୍‌ ଡିଗ୍ରୀ ରହିଥିବା ଆବଶ୍ୟକ। ଇଚ୍ଛୁକ ଆବେଦନକାରୀ ଅଧିକ ସୂଚନା ପାଇଁ indianbank.in/career ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ଆବେଦନ ଶୁଳ୍କ

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି। ସେହିପରି ଅନ୍ୟାନ୍ୟ ବର୍ଗ ପାଇଁ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଛି।

ଚୟନ ପ୍ରକ୍ରିୟା

ମ୍ୟାନେଜର୍‌ ପଦବୀ ପାଇଁ ଇଣ୍ଟରଭ୍ୟୁ ନିଆଯିବ। ଅନ୍ୟ ସମସ୍ତ ପଦବୀ ପାଇଁ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ କରାଯିବ। ତେବେ ଏହି ପରୀକ୍ଷା ପାସ୍‌ କରିବା ପାଇଁ ସାଧାରଣ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ଓ ପଛୁଆ ବର୍ଗ ପାଇଁ ୩୫ ପ୍ରତିଶତ ମାର୍କ ରଖିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story